Latest Odisha News

BREAKING NEWS

ଚାଷୀ ଓ ଚାଷକୁ ଅଧିକ ଅଗ୍ରାଧିକାର ଦେଇଛନ୍ତି ମୋଦି ସରକାର: ମନମୋହନ ସାମଲ

ଭୁବନେଶ୍ୱର:ଚାଷୀ ଓ ଚାଷ ଉପରେ ମୋଦି ସରକାର ସବୁଠାରୁ ବେଶି ଗୁରୁତ୍ୱ ଦେଉଛନ୍ତି । ଚାଷୀଙ୍କ ବିକାଶ ପାଇଁ ଅଧିକ ଯୋଜନା କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ୍, ୩ରେ ଜାଳିବେ କପି

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତରଣକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଶୁକ୍ରବାର ଦିଲ୍ଲୀ ସରକାର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଅସାମ୍ବିଧାନିକ ଏବଂ ଏହା…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀଙ୍କ ସମେତ ୩ ଜଣଙ୍କ ଜାମିନ ବିହୀନ ଗିରଫ ପରୱାନା ଜାରି

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ  ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି କରାଯାଇଛି…

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଏକାଧିକ ଦୁର୍ଘଟଣା: ୧୬ ଆହତ

ଭୁବନେଶ୍ୱର:ସୁନାବେଶ ଦେଖିବାକୁ ଯାଉଥିବାବେଳେ ପୁରୀ-ଭୁବନେଶ୍ୱର ରାସ୍ତାରେ ଏକାଧିକ ଦୁର୍ଘଟଣା । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁରୀ ସହରରେ ଠୁଳ ହାେଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ । ହେଲେ ଜାତୀୟ ରାଜପଥ ଉପରେ କାହାର ନଜର ନାହିଁ । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବା ପାଇଁ…

ଯୁବକଙ୍କୁ ମାଡ଼ ମାରି ରାଜଧାନୀରୁ ବନ୍ଧା ହେଲେ ‘ନକଲି ପୋଲିସ ଅଧିକାରୀ’

ଭୁବନେଶ୍ୱର: ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ଯୁବକଙ୍କୁ ମାଡ଼ ମାରୁଥିବା ଜଣେ ନକଲି ପୋଲିସକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶୁକ୍ରବାର ପୋଲିସରେ ଏନେଇ ଅଭିଯୋଗ ପରେ ନକଲି ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଭୂୟାଁଙ୍କ ହାତରେ ହାତକଡ଼ି ପକାଇଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି…

ଟ୍ୱିଟରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ଦେବାକୁ ପଡ଼ିବ ୫୦ଲକ୍ଷ ଜରିମାନା

କର୍ଣ୍ଣାଟକ : ଟ୍ୱିଟରକୁ ହାଇକୋର୍ଟଙ୍କ ବଡ଼ ଝଟକା । ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ । ଏବେ ଟ୍ୱିଟରକୁ ଦେବାକୁ ୫୦ଲକ୍ଷ ଟଙ୍କା ଜରିମାନା । ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲା ଟ୍ୱିଟର । ଯେଉଁଥିରେ ଇଲେକ୍ଟ୍ରୋନିକ ଓ…

ଇସ୍ତଫା ଦେବାକୁ ଯାଉଥିଲେ ମୁଖ୍ୟମନ୍ତ୍ରୀ, ସମର୍ଥକଙ୍କ ପ୍ରଦର୍ଶନ ଦେଖି ବଦଳାଇଲେ ନିଷ୍ପତ୍ତି

ଇମ୍ଫାଲ୍: ଲଗାତାର ୨ ମାସ ଧରି ମଣିପୁର ଜଳୁଛି । ଏହାରି ଭିତରେ ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଆଉ ଚର୍ଚ୍ଚା ଭିତରେ ଏନ୍, ବୀରେନଙ୍କ ସମର୍ଥକ ପ୍ରତିବାଦ ଆରମ୍ଭ କରିଥିଲେ । ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଆଗରେ…

ଦିଶା ବୈଠକରେ ୫ଟିକୁ ବିରୋଧ: ଅଧାରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ

ନବରଙ୍ଗପୁର: ଦିଶା ବୈଠକରେ ଶାସକ ଓ ବିରୋଧି ତୁ ତୁ ମେଁ ମେଁ । ବୈଠକ ମଝିରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଗତକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ…

ଏକାଡେମୀ ପୁରସ୍କାର ସଦସ୍ୟ ତାଲିକାରେ ନାହିଁ ରାଜାମୌଲୀଙ୍କ ନାଁ, ଫ୍ୟାନ୍ସ ହେଲେ ନିରାଶ

ମୁମ୍ବାଇ: ଦକ୍ଷିଣରୁ ଆରମ୍ଭ କରି ହଲିଉଡ଼ ଯାଏ ସବୁଠି ନିଜର ଚଳଚ୍ଚିତ୍ର ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲୀ। ଆଜି ବିଶ୍ୱର ଶୀର୍ଷ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ସେ। ରାଜାମୌଲୀଙ୍କ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ (RRR) ଏବଂ ବାହୁବଲୀ…

ମାଫିଆ ଅତିକ କବଜାରେ ଥିବା ଜମିରେ ଘର କରି ଗରିବଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ୭୬ଟି ଫ୍ଲାଟର ଚାବି  ଦାବିଦାରମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ସାଂସଦ ତଥା ମାଫିଆ ଡନ ସ୍ୱର୍ଗତ ଅତିକ ଅହମ୍ମଦ କବ୍ଜାରେ ଥିବା ସମ୍ପତ୍ତିକୁ ଜବତ କରି ମୁଖ୍ୟମନ୍ତ୍ରୀ…