ମଣିପୁରରେ ପୁଣି ହିଂସା: ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ବିଜେପି ଅଫିସ୍ ଉପରେ ଟାର୍ଗେଟ୍
ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଥିବା ବେଳେ ପୁଣି ହିଂସା ତେଜିଛି। ଇମ୍ଫାଲ୍ ହାର୍ଟ୍ କୁହାଯାଉଥିବା ଖୱାରିବନ୍ଦ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଭିଡ଼ ଘୌଡ଼ାଇବାକୁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି। ବର୍ତ୍ତମାନ ସ୍ଥିତି ଉତ୍ତେଜନପୂର୍ଣ୍ଣ…