Latest Odisha News

BREAKING NEWS

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା, ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋଇଥିବା ରୁଜୁ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ସ୍ପଷ୍ଟ ଯୋଜନା ସହ…

ରାଜ୍ୟରେ ବଳକା ବିଦ୍ୟୁତ ଦାବି ସରକାରଙ୍କ ବାହାସ୍ପୋଟ ! ମଧ୍ୟପ୍ରଦେଶ ସହ ଚୁକ୍ତିକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ସାରା ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବା ବେଳେ ରାଜ୍ୟ ସରକାର ଦାବି କରୁଥିଲେ ଯେ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ। ଏବେ ଏହା ଏକ ବାହାସ୍ପୋଟ ବୋଲି ଜଣାପଡିଛି। ଯେତେବେଳେ ରାଜ୍ୟ ସରକାର ବିଜୁଳି ବିଭ୍ରାଟରୁ ଦୂରେଇ ରହିବାକୁ ଯାଇ ମଧ୍ୟପ୍ରଦେଶର ସହ ଚୁ୍କ୍ତି…

ଓ୍ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦୀ, ଭେଟିବେ ବାଇଡେନଙ୍କୁ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବୁଧବାର ଅନେକ ଲୋକଙ୍କୁ ଭେଟିଥିଲେ। ମିଳିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସେ ମଧ୍ୟ ଭାଗ ନେଇଥିଲେ। ଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନ୍ୟୁୟର୍କରୁ ପ୍ରଧାନମନ୍ତ୍ରୀ ୱାଶିଂଟନ୍…

ଅମୂଲ ଗର୍ଲ ମାସ୍କଟ ପଛର ମୁଖ୍ୟ ନାୟକ ସିଲଭେଷ୍ଟରଙ୍କ ପରଲୋକ

ନୂଆଦିଲ୍ଲୀ: ସିଲଭେଷ୍ଟର ଡକୁଞ୍ଚା (Sylvester daCunha) ପ୍ରସିଦ୍ଧ ଅମୂଲ ଗର୍ଲ 'ଉଟରଲି ବଟରଲି' ଅଭିଯାନ ପଛରେ ଥିବା ବ୍ୟକ୍ତି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି। ବିଜ୍ଞାପନ ଏଜେନ୍ସି ଏଏଏସପିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ସିଲଭେଷ୍ଟର ଏବଂ ଏହି ଚିତ୍ର କଳାର ନିର୍ଦ୍ଦେଶକ ୟୁଷ୍ଟାସ୍…

ଯୁବତୀଙ୍କୁ ପିଟି ପିଟି ହତ୍ୟା, କାନ୍ଦ ନଶୁଣାଯିବ ବୋଲି ଜୋରରେ ମ୍ୟୁଜିକ ଲଗାଇଥିଲେ ଅଭିଯୁକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୪ ଲକ୍ଷ ଟଙ୍କାର ଅଳଙ୍କାର ଓ କିଛି ନଗଦ ଟଙ୍କା ଚୋରି କରିଥିବା ସନ୍ଦେହ କରି ପିଟିପିଟି ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ, ମାଡ ଖାଇବା ସମୟରେ ଯୁବତୀ ଜଣଙ୍କ ଜୋରରେ କାନ୍ଦୁଥିଲେ। ଆଉ ଏହି…

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା…

ମଣିପୁରରେ ହିଂସାକୁ ୫୦ ଦିନ, ଗୃହମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ମଣିପୁରରେ ହିଂସା ଖବର ମଧ୍ୟରେ କ୍ୱାକଟାର ଏକ ଏସୟୁଭିରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବୋମା ବିସ୍ଫୋରଣରେ ୩ ଜଣ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ମଣିପୁରରେ ଚାଲିଥିବା ହିଂସା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୨୪ ରେ ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ…

କୋରାପୁଟ କୋଟିଆ ପରେ ଗଜପତିରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ଗଜପତି: କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପଞ୍ଚାୟତରେ ବାରମ୍ବାର ଅନୁପ୍ରବେଶ ପରେ ଏବେ ଗଜପତି ଜିଲ୍ଲାରେ ଚାଲିଥିବା ସୀମା ବିବାଦକୁ ବଢାଇବାକୁ ଯୋଜନା କରିଛି ଆନ୍ଧ୍ର। ଯାହାର ଉଦାହରଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗବାଡ ପଞ୍ଚାୟତରେ ଜମି ଯାଞ୍ଚ କରିବା ପାଇଁ ଗାଁରେ ଆନ୍ଧ୍ରପ୍ରଦେଶର…

ଆଳିରେ ବିଦ୍ୟୁତ କାର୍ଯ୍ୟାଳୟକୁ ଅଣ୍ଡା ମାଡ, ୨୭ରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଲା କଂଗ୍ରେସ

କେନ୍ଦ୍ରାପଡ଼ା: ବାରମ୍ବାର ବିଦ୍ୟୁତ କାଟ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନକୁ ନେଇ କଂଗ୍ରେସ କର୍ମୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି…

ବସ୍ତରରେ ବିଜେପି ନେତାଙ୍କୁ ହତ୍ୟା ପରେ ହାତଲେଖା ନୋଟ୍ ଛାଡି ନକ୍ସଲ ଦେଲେ ଚେତାବନୀ

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଆତଙ୍କବାଦର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ନକ୍ସଲମାନେ ବୁଧବାର ଦିନ ଜଣେ ବିଜେପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହା ଏହି ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ହତ୍ୟାର ଶିକାର ହୋଇଥିବା ପୂର୍ବତନ ସରପଞ୍ଚ କାକା…