ବସ୍ତରରେ ବିଜେପି ନେତାଙ୍କୁ ହତ୍ୟା ପରେ ହାତଲେଖା ନୋଟ୍ ଛାଡି ନକ୍ସଲ ଦେଲେ ଚେତାବନୀ
ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଆତଙ୍କବାଦର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ନକ୍ସଲମାନେ ବୁଧବାର ଦିନ ଜଣେ ବିଜେପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହା ଏହି ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
ହତ୍ୟାର ଶିକାର ହୋଇଥିବା ପୂର୍ବତନ ସରପଞ୍ଚ କାକା…