ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ
ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ସିବିଆଇ ଟିମ୍ ବାଲେଶ୍ୱରରେ ଆସି ଦୁର୍ଘଟଣାର ସ୍ଥଳ ଅନୁଧ୍ୟାନ କରିଛନ୍ତି।ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ।
ମିଳିଥିବା ସୂଚନା ଅନୁସାରେ…