Latest Odisha News

BREAKING NEWS

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଚ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଝଟକା। ତାଙ୍କ ଅନ୍ତରୀଣ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସିସୋଦିଆ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…

ଲୋକସଭା ନିର୍ବାଚନ ଲଢ଼ିବେ ଯୁବରାଜଙ୍କ ପିତା ଯୋଗରାଜ

ସୁଲତାନପୁର: କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ସୁଲତାନପୁର ଲୋଧୀସ୍ଥିତ ଐତିହାସିକ ଗୁରୁଦ୍ୱାର ଶ୍ରୀ ବୈର ସାହେବରେ ନତମସ୍ତକ ହେବାକୁ ସେ ଯାଇଥିଲେ । ଗୁରୁ ସାହେବଙ୍କ ଆଶୀର୍ବାଦ ପାଇବା ପରେ ସେ ରାଜନୀତି ସମ୍ପର୍କରେ…

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତରେ, ଅଶ୍ୱିନୀଙ୍କ ମନ୍ତବ୍ୟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧୦୦ ଜଣ ଆହତ ହୋଇଛନ୍ତି। ଏବେ ରେଲଓ୍ବେ ବୋର୍ଡର ସୁପାରିଶ କ୍ରମେ ଘଟଣାର ତଦନ୍ତ ଭାର ସିବିଆଇ ନେଇଥିବା ସୂଚନା ରହିଛି। ଏହାପୂର୍ବରୁ ବାଲେଶ୍ୱର ଜିଆରପି ଥାନାରେ ଏତଲା ରୁଜୁ ହୋଇଛି। ଦୁଇଟି ପାସେଞ୍ଜର ଟ୍ରେନ୍ ଓ…

ବୃନ୍ଦାବନରେ ନିର୍ମିତ ହେଡଛି ବିଶ୍ୱର ସବୁଠାରୁ ବଡ ମନ୍ଦିର

ମଥୁରା: ମଥୁରାର ବୃନ୍ଦାବନରେ ନିର୍ମିତ ହେଉଛି ଦୁନିଆର ସବୁଠାରୁ ବଡ ଓ ଭବ୍ୟ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏହି ମନ୍ଦିରର ନାମ ଚନ୍ଦ୍ରୋଦୟ ମନ୍ଦିର ରଖାଯାଇଛି । କୁତବ ମୀନାରଠାରୁ ଏହା ୩ଗୁଣ ଉଚ୍ଚତା ବିଶିଷ୍ଟ ହେବ । ଏହାର ମୂଳଦୁଆ ବିଶ୍ୱର ସବୁଠାରୁ ଉଚ୍ଚ ବୁର୍ଜ ଖଲୀଫାଠାରୁ…

ଦୁର୍ଘଟଣାରେ ଅନେକ ମୃତଦେହକୁ ଚିହ୍ନଟ କରିବା ପ୍ରଶାସନ ପାଇଁ ଆହ୍ୱାନ: ଅନୁ ଗର୍ଗ

ଭୁବନେଶ୍ୱର: ବାଲେଶ୍ୱରର ବାହାନଗା ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପରେ ଏବେ ମୃତଦେହ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶବ ଗୁଡିକର ଅବସ୍ଥା ଗୁରୁତର ହୋଇପଡିଥିବାରୁ ପରିବାର ଲୋକେ ନିଜ…

ଫ୍ରେଂଚ ଓପନ ଟେନିସ: ବଲ ଗର୍ଲ ମୁଣ୍ଡରେ ବାଜିଲା ବଲ, ଡିସକ୍ୱାଲିଫାଇ ହେଲେ ମିୟୁ କୋଟା-ଏଲଡିଲା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଲ ଗର୍ଲ ଦେହରେ ବଲ ବାଜିବାରୁ ଜାପାନର ମିୟୁ କୋଟୋ ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁତ୍ୟଜାଦୀଙ୍କୁ ଡିସକ୍ୱାଲିଫାଇଡ କରାଯାଇଛି । କୋଟୋ ଭୁଲରେ ବଲ ଗର୍ଲ ଆଡେ ଶଟ ଖେଳିଥିଲେ । ଏହା ତାଙ୍କ ମୁଣ୍ଡରେ ବାଜିବା ପରେ ବଲଗର୍ଲଜଣଙ୍କ…

ବାହାନଗା ଟ୍ରେନ ଦୁର୍ଘଟଣା: ଜିଆରପି ଥାନାରେ ଏତଲା ରୁଜୁ, ସିବିଆଇ ତଦନ୍ତ ପାଇଁ ସୁପାରିଶ ହୋଇଛି

ବାହାନଗା: ବାଲେଶ୍ୱର ରେଳବାଇ ପୋଲିସ ଷ୍ଟେସନରେ ଗତ ସପ୍ତାହରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି ମାମଲା ଭାରତୀୟ ପିଙ୍ଗଳ କୋଡ୍ ଏବଂ ରେଳ ଆଇନର ବିଭିନ୍ନ ଧାରାରେ ଦାୟର କରାଯାଇଛି। ଯେଉଁଥିରେ ଅବହେଳା, ସୁରକ୍ଷାକୁ ବିପଦରେ ପକାଇବା ଏବଂ ମୃତ୍ୟୁ…

ବାହନଗା ଟ୍ରେନ ଦୁର୍ଘଟଣା ପଛରେ ‘ଅନ୍ତର୍ଘାତୀ’ ଉଦ୍ଦେଶ୍ୟ କଥା କାହିଁକି ଭାବୁଛି ରେଲଓ୍ବେ ବୋର୍ଡ?

ବାଲେଶ୍ୱର: ଶୁକ୍ରବାର ରାତିରେ ବାଲେଶ୍ୱର ବାହାନହାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଥିବାରୁ ଏହି ଘଟଣା ପଛରେ "ଅନ୍ତର୍ଘାତୀ" ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି।…

ଆରମ୍ଭରୁ ଚାଳ ବାଜିଲାଣି, ସ୍ଥଗିତ ରହିଲା ବିରୋଧୀଙ୍କ ପାଟନା ବୈଠକ !

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳ ଗୁଡ଼ିକର ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରା ଦେଶର ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏପରିକି ଚଳିତ ମାସ ୧୨ ତାରିଖରେ ପାଟନାରେ…