Latest Odisha News

BREAKING NEWS

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ଆରୁଖ ଆହୁରି କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି ।…

ଲାଞ୍ଚ ମାଗିବା ଅଭିଯୋଗରେ ଜୁନିୟର ଷ୍ଟେନୋଗ୍ରାଫର ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଗିରଫ । ୪୮ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଗିରଫ କରିଛି। ଆଇଟି ବିଭାଗ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଏକ ସେଣ୍ଟରରେ ପରମାନେଟ ରିଟାୟପମେଣ୍ଟ ପାସବୁକ ନମ୍ବର…

୧୮ ମାସରେ ସର୍ବନିମ୍ନ, ଖୁଚୁରା ମୁଦ୍ରାସ୍ପୀତି ଏପ୍ରିଲରେ ୪.୭ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ଏପ୍ରିଲରେ ହ୍ରାସ ପାଇ ୪.୭%ରେ ପହଞ୍ଚିଛି। ଯାହା ମାର୍ଚ୍ଚରେ ୫.୬୬% ଥିଲା। ୧୮ ମାସରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ୍ ଶୁକ୍ରବାର ଏହି ତଥ୍ୟ ପ୍ରକାଶ କରିଛି। ଯେଉଁଥିରେ ଖାଦ୍ୟ ମୁଦ୍ରାସ୍ଫୀତି…

ସାରା ଦେଶରେ ‘ଦ କେରଳା ଷ୍ଟୋରୀ’ ଫିଲ୍ମ ଦେଖୁଛନ୍ତି, ପଶ୍ଚିମବଙ୍ଗରେ ଅସୁବିଧା କେଉଁଠି?

ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ରିଲିଜ ହୋଇଛି, ସେତେବେଳେ ପଶ୍ଚିମବଙ୍ଗ ସରକାର ନିଜେ କାହିଁକି ଏହାକୁ ବିରୋଧ କରୁଛନ୍ତି? କୋର୍ଟ ଏବେ…

ଅଲ କାଦିରା ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ୍, ପାକ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ମିଟିଂ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ କୌଣସି…

ରୟାଲ ଟାଇଗର ମୁଁ…ଭୋକରେ ମରିଯିବ କିନ୍ତୁ ଘାସ ଖାଇବିନି-ତାରା ବାହିନୀପତି

ଭୁବନେଶ୍ୱର: ଭାଲୁ ବାହିନୀ ପତି ରୟାଲ ଟାଇଗର  । କେବେ କେଉଁ ଦଳକୁ ଯିବାର ନାହିଁ ।  ରୟାଲ ଟାଇଗର ମୁଁ  । କୂତା ହେବାର ନାହିଁ । ଶେର ଭୁକା ମରଯାଏଗା, ଲେକିନ ଘାସ ନେହିଁ ଖାଏଗା । କୋଇ ମାଇକାଲାଲ ନେହିଁ ବୋଲେଗା କି ହମ କିସ ଦଲ ମେ ମିଲ ଜାଏଗା।’ ଆଜି ଏମିତି କହି ବର୍ଷିଛନ୍ତି କଂଗ୍ରେସ…

ଲାଞ୍ଚ ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍

ଅନୁଗୁଳ: ଦଣ୍ଡିତ ହେଲେ କନିଷ୍ଠ କିରାଣି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପଙ୍କଜିନି ବିଶ୍ୱାଳଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜରିମାନା ଅନାଦେୟ ରହିଲେ ଆଉ ୨…

‘ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ?’-ଆଦିବାସୀ ମହିଳାଙ୍କ ସରଳ ପ୍ରଶ୍ନ ଖୋଲିଦେଲା ବଡ ଗୁମର

ରାୟଗଡା: ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ? ସେ ନାଲା ଆଉ ସଦବ ମାଗି ଆସିଥିଲା । କହିଲା, ଅଫିସର ଆଜ୍ଞାମାନଙ୍କ ସହ ବାଣ୍ଟିକି ଖାଇବୁ । ଟଙ୍କା ଦେ ବୋଲି ମାଗିବାରୁ ଦେଇଛି । ତତେ ମିଳିଲା ନା ନାହିଁ ?’ ଅତି ସରଳ ଭାବେ ପଚାରିଥିଲା ଡଙ୍ଗରିଆ ଝିଅ ଟିମି ପୁଷିକା । ହେଲେ ଏହି ସରଳ ପ୍ରଶ୍ନଟି…

ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି

ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ ନେତା ହାତାହାତି ହୋଇଛନ୍ତି । ରାଉରକେଲା କଂଗ୍ରେସ ପକ୍ଷରୁ କୌଣସି ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ।…

ଝାରସୁଗୁଡ଼ା ଉପନିର୍ବାଚନ, କାଲି ସକାଳ ୮ଟାରୁ ୧୪ ଟେବୁଲରେ ୧୯ ରାଉଣ୍ଡ ଗଣତି

ଭୁବନେଶ୍ୱର: ଶନିବାର କଡ଼ା ସୁରକ୍ଷା ମଧ୍ୟରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦ ତାରିଖରେ ଉପନିର୍ବାଚନ ଭୋଟ୍ ଗ୍ରହଣରେ…