ଝାରସୁଗୁଡା ଉପନିର୍ବାଚନରେ ୭୮.୭ ପ୍ରତିଶତ ମତଦାନ, ଷ୍ଟ୍ରଙ୍ଗରୁମରେ ଇଭିଏମ୍
ଝାରସୁଗୁଡା: ଉପ-ନିର୍ବାଚନରେ ଝାରସୁଗୁଡ଼ାବାସୀ ପ୍ରଚଣ୍ଡ ଗରମକୁ ସାମ୍ନା କରି ମତଦାନ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ନଅ ଜଣ ପ୍ରାର୍ଥୀ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା…