ମହିଳା ଲିଗ ଫୁଟବଲ: ସେଲଟିକ କୁଇନ୍ସକୁ ହରାଇ କ୍ୱାର୍ଟରରେ ଓଡିଶା ଏଫସି
ଅହମ୍ମଦାବାଦ: ଚଳ ିତ ମହିଳା ଲିଗ ଫୁଟବଲରେ ଓଡିଶା ଏଫସି ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଶାହୀବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚର ସେଲଟିକ କ୍ୟୁଇନ୍ସକୁ ୩-୦ ଗୋଲରେ ହରାଇ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଗ୍ରୁପ ବି ୬ ମ୍ୟାଚରେ ୫ ବିଜୟ ହାସଲ କରି ଓଡିଶା…