Latest Odisha News

BREAKING NEWS

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା…

ରୁଷ ସେନାର ୩୫ ଡ୍ରୋନକୁ ଖସାଇଲା ୟୁକ୍ରେନ

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାମ ଧରୁନି । ୟୁରୋପ ବିଶେଷ କରି ଆମେରିକାର ସହାୟତାରେ ୟୁକ୍ରେନ କଡା ସଂଘର୍ଷ ଜାରୀ ରଖିଛି । ରିପୋର୍ଟ ମୁତାବକ ରୁଷିଆ ପକ୍ଷରୁ ବ୍ୟବହୃତ ୩୫ଟି ଡ୍ରୋନକୁ ୟୁକ୍ରେନ ସେନା ଖସାଇ ଦେଇଥିବା ଦାବୀ କରିଛି । ଏହି ଡ୍ରୋନଗୁଡିକୁ ରୁଷିଆକୁ ଇରାନ ପ୍ରଦାନ କରିଛି ।…

୨୦୨୪ ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଚମକିବ ନାରୀ ଶକ୍ତି

ନୂଆଦିଲ୍ଲୀ: ସ୍ୱତନ୍ତ୍ର ହେବ ୨୦୨୪ ସାଧାରଣତନ୍ତ୍ର ଦିବସ । ୭୪ ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ନାରୀଶକ୍ତିର ଚମକ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ୨୦୨୪ ସାଧାରଣ ତନ୍ତ୍ର ଦିବସ ପରେଡରେ ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । କେବଳ ମହିଳା…

ଲୁହାରଡ ଓ ଠେଙ୍ଗାରେ ପିଟି ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଲହାରଡ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏମିତି ନିର୍ମମ ଘଟଣା ଘଟିଛି ଗତକାଲି ରାତିରେ।   ମୃତ ବ୍ୟକ୍ତି ହେଲେ ଦିଘି ଗାଁର ସର୍ବେଶ୍ୱର ରାଉତ ।…

କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ୪୫ ନୁହେଁ ୧୭୧ କୋଟି ଖର୍ଚ୍ଚ ହୋଇଛି : ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାରେ ନାମ ଧରୁନି । ବଙ୍ଗଳାର ସୌନ୍ଦର୍ଯ୍ୟକରଣ ନେଇ ପୂର୍ବରୁ ବିଜେପି ଟାର୍ଗେଟ କରିଥିବା ବେଳେ ଏବେ କଂଗ୍ରେସ ତାଙ୍କ ବିରୋଧରେ ଚାଂଚଲ୍ୟକର ବୟାନ ଦେଇଛି । କଂଗ୍ରେସ ନେତା ଅଜୟ ମାକେନ…

ଖସିପଡିଲା ବାୟୁସେନା ବିମାନ; ୪ ସାଧାରଣ ଲୋକ ମୃତ

ନୂଆଦିଲ୍ଲୀ:ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଏକ ବିମାନ ଏମଆଇଜି -୨୧ ଲଢୁଆ ବିମାନ ସୋମବାର ରାଜସ୍ଥାନର ହନୁମାନଗଡ ନିକଟରେ ଉଡୁଥିବାବେଳେ ଖସିପଡିଛି । ଏଥିଯୋଗୁ ରାସ୍ତାରେ ଯାଉଥିବା ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ତେବେ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି ।…

ନକ୍ସଲଙ୍କ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କଲେ ଯବାନ: ୨ ମାଓବାଦୀ ନିପାତ

ସୁକମା: ଛତିଶଗଡ ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ମାଓବାଦୀ- ଡିଆରଜି ଯବାନ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୨ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଜଙ୍ଗଲରେ ଏବେ ବି ଆହୁରି ନକ୍ସଲ ଉପସ୍ଥିତ ଅଛନ୍ତି ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି…

କେରଳ ବୋଟ୍‌ ଦୁର୍ଘଟଣା : ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳର ମାଲାପୁରାମ ଜିଲ୍ଲାର ତନୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବା ପରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁସଂଖ୍ୟା ଆଜି ୨୨କୁ ବୃଦ୍ଧି ପାଇଥିବା କଥା ‘ରିଜିଓନାଲ୍‌…

ଆଜିଠୁ ଓଜେଇଇ ପରୀକ୍ଷା, ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୩ଟି ସିପ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିପାଇଁ ରାଜ୍ୟରେ ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯…

କବିତା : କସ୍ତୁରୀ

ପ୍ରିୟମ୍ବଦା ସାମଲ କିଏ ସେ ଜଗାଏ ମନ ଆଇନାରେ ଅନ୍ତର୍ଦ୍ୱନ୍ଦ ଅହରହ ଉପବନ ମନମୃଗ ଅନ୍ୱେଷଣେ କସ୍ତୁରୀ ବାସ୍ନା ପ୍ରବାହ। ସ୍ମୃତିର ଝଲକେ କସ୍ତୁରୀ ପାଲଟେ ସ୍ୱପ୍ନର ସ୍ମୃତିର ଛାଇ ଅନ୍ତର ଆତ୍ମାକୁ ପ୍ରଶ୍ନବାଚୀ କରେ କସ୍ତୁରୀ ବାସ୍ନା କାହିଁ? ସପନ କୁହେଳୀ ଅଧୁରା ପ୍ରଜ୍ଜ୍ଵଳି…