Latest Odisha News

BREAKING NEWS

ବିନା ସାହାରାରେ ଚାଲିଲେ ପନ୍ତ, ବିଶ୍ୱକପ ଖେଳିବା ନେଇ ଉଜ୍ଜୀବିତ ହେଲା ଆଶା

ମୁମ୍ବାଇ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ ପନ୍ତ ଦ୍ରୁତ ବେଗରେ ଆରୋଗ୍ୟ ଲାଭ କରୁଛନ୍ତି । ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସେ ବିନା ସାହାରାରେ ଚାଲିବା ଆରମ୍ଭ କରିଛନ୍ତି । ୨୫ ବର୍ଷୀୟ ପନ୍ତ ଏକ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

ମହିଳା ସବ ଜୁନିୟର ହକି: କେରଳକୁ ୨୦-୦ରେ ହରାଇଲା ଓଡିଶା

ରାଉରକେଲା: ମହିଳା ସବ ଜୁନିୟର ହକି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ହକିର ପ୍ରାଣକେନ୍ଦ୍ରରେ ଏହି ଚାମ୍ପିୟନଶିପ ଆୟୋଜିତ ହେବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଓଡିଶା ତାର ପ୍ରଥମ ମ୍ୟାଚରେ ଧମାକାଦାର ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଓଡିଶା ୨୦-୦ର…

ମହିଳା ଲିଗ ଫୁଟବଲ: ଓଡିଶା ୧୦, ଚର୍ଚ୍ଚିଲ ବ୍ରଦର୍ସ ୦

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲରେ ଶୁକ୍ରବାର ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରିଛି । ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଗୋଆର ଚର୍ଚ୍ଚିଲ ବ୍ରଦର୍ସକୁ ୧୦-୦ ଗୋଲରେ ପରାସ୍ତ କରିଛି । ଏଥିସହ ଗ୍ରୁପ ବିରେ ଥିବା ୮ଟିମ ମଧ୍ୟରୁ ଓଡିଶା ୪ଟି ମ୍ୟାଚରୁ ୯ ପଂଏଟ ହାସଲ କରି…

ଇସ୍ତଫା ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ଶରଦ ପାୱାର ରହିବେ ଏନସିପି ଅଧ୍ୟକ୍ଷ । ୩ ଦିନ ପରେ ଫେରାଇ ନେଲେ ଇସ୍ତଫା । ଶୁକ୍ରବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଫେରାଇ ନେବେ ବୋଲି କହିଛନ୍ତି ଶରଦ ପାୱାର । ସାମ୍ବାଦିକ ସମ୍ମିଳନୀରେ ଶରଦଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଶରଦ…

କର୍ଣ୍ଣାଟକ ନିର୍ବାଚନ: ମୋଦିଙ୍କ ପ୍ରଚାରରେ ଏଣ୍ଟ୍ରି ମାରିଲା ‘ ଦ କେରଳ ଷ୍ଟୋରୀ’

ବେଙ୍ଗାଲୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ବିଲ୍ଲାରୀରେ ପହଞ୍ଚିଛନ୍ତି । କର୍ଣ୍ଣାଟକ ନିର୍ବାଚନରେ କହିଛନ୍ତି କେରଳ ଷ୍ଟୋରୀ । ନିର୍ବାଚନ ପ୍ରଚାରରେ ଫିଲ୍ମ କେରଳ ଷ୍ଟୋରି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଫିଲ୍ମ କେରଳ…

ଚାଷୀ ମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତ୍ତିଭୂମି

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀରେ ଚାଷୀମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତ୍ତିଭୂମି । ଏଥି ନିମନ୍ତେ ସବୁ ସ୍ତରରେ କର୍ମଶାଳା ଆୟୋଜିତ ହୋଇ କୌଶଳ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍…

ମୃତ୍ୟୁ ଲୁଟି ନେଲା ଖୁସି; କନ୍ୟାକୁ ସିନ୍ଦୂର ପିନ୍ଧାଇ ଟଳି ପଡିଲେ ବର

ପାଟନା: ମୃତ୍ୟୁ କେତେ ଅସହିଷ୍ଣୁ ? କେତେ ଅବିବେକୀ ? ଆଖିର ସ୍ୱପ୍ନ ଆଉ ଓଠର ହସକୁ କେତେ ସହଜରେ ଆଖି ପିଛୁଳାକେ  ପୋଛି ନେଇପାରେ ମୃତ୍ୟୁ ? ଏ ପ୍ରଶ୍ନ ଆମର ନୁହେଁ, ବିହାରର ଏହି ଦୁଃଖଦ ଘଟଣା ଶୁଣିଲେ ଆପଣ ମଧ୍ୟ ଏହା  ଭାବିବେ  । ମେ ୩ ତାରିଖର ଘଟଣା । ବିହାରର ଭାଗଲପୁରରେ ଚାଲିଥିଲା ଏକ…

ମନ୍ଦିରକୁ ହଜାର ହଜାର ନଡ଼ିଆ କାହିଁକି ଦେଲେ ସୋରଡ଼ା ବିଧାୟକ ?

ବ୍ରହ୍ମପୁର: ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମାନସିକ ପୂରଣ ଲାଗି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମରେ ନଡ଼ିଆ ଅର୍ପଣ କରିଛନ୍ତି । ପ୍ରାୟ ୧୫ ହଜାର ହଜାର ନଡ଼ିଆ ନୃସିଂହନାଥଙ୍କ ନିକଟରେ ସମର୍ପଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଏନେଇ ପ୍ରତିକ୍ରିୟା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

କଟକ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଜାତୀୟ ସମ୍ମିଳନୀରେ ଯୋଗ ଦେବାର ସୂଚନା ରହିଛି ।ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ ଡି ୱାଇ…