ରେସଲରଙ୍କ ଧାରଣା: କଂଗ୍ରେସ ନେତା ଦୀପେନ୍ଦ୍ରଙ୍କୁ ଭିଡିଲେ ବ୍ରିଜଭୂଷଣ
ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ରେସଲରଙ୍କ ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । ବିଜେପି ପରେ ଏବେ କଂଗ୍ରେସର ସିଧାସଳଖ ଏଂଟ୍ରି ହୋଇଛି । ଯୌନ ଉତ୍ପୀଡନ ଅଭିଯୁକ୍ତ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଏଥିନେଇ ମୁହଁ ଖୋଲିଛନ୍ତି । ମୋ ବିରୋଧରେ ଅଭିଯୋଗ ଆଣିଥିବା…