ଆଦାନୀ ଗ୍ରୁପ ଉପରେ ଲାଗିଥିବା ଅଭିଯୋଗର ତଦନ୍ତ ପାଇଁ ୬ ମାସ ସମୟ ମାଗିଲା ସେବି
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡନବର୍ଗ ଆଣିଥିବା ଅଭିଯୋଗରେ ତଦନ୍ତ କରିବାକୁ ଆଉ ୬ ମାସ ସମୟ ମାଗିଲା ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ(ସେବି)। ଏନେଇ ସେବି ପକ୍ଷରୁ ଶନିବାର ସୁପ୍ରିମକୋର୍ଟରେ ଅନୁରୋଧ ଦାଖଲ କରାଯାଇଛି। ମାମଲାରେ ଅନେକ ଜଟଳିତା ରହିଛି। ଅନେକ ଗୁଡ଼ିଏ…