Latest Odisha News

BREAKING NEWS

ଦିଲ୍ଲୀ ସମ୍ମୁଖରେ ୧୯୮ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୧୯୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୧୯୭ ରନ କରିଥିଲା । ଅଭିଷେକ ଶର୍ମା ୬୭ ଓ ହେନରକି କ୍ଲାସେନ ୫୩…

ଫେଡ କପରେ ରୌପ୍ୟ ପଦକ ଜିତିଲେ ଓଡିଶାର ସବିତା

ଭୁବନେଶ୍ୱର: ତାମିଲନାଡୁର ଥିରୁଭନ୍ନାମରାଲାଇରେ ଚାଲିଥିବା ଜାତୀୟ ଫେଡେରେଶନ କପ ଜୁନିୟର(୨୦ ବର୍ଷରୁ କମ) ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ମାନ ରଖିଛନ୍ତି ସବିତା ଟପ୍ପୋ । ଏହି ୧୮ ବର୍ଷୀୟା ଯୁବ ଆଥଲେଟଜଣଙ୍କ ମହିଳା ୧୦୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି ।…

ସୋଆ କୁଳାଧିପତି ପ୍ରଫେସର ଡି.ପି. ରାୟଙ୍କ ପରଲୋକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ ଅସୁସ୍ଥ ହୋଇ…

ବିଜୟଙ୍କ ଯୋଗୁ ଜିତିଲା ଗୁଜରାଟ

ଇଡେନ ଗାର୍ଡେନ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୭ ୱିକେଟ ବିନିମୟରେ ୧୭୯ ରନ କରିଥିଲା । ରହମୁନାଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ୮୧ ରନ ଯୋଗୁ କୋଲକାତା ଭଲ…

କାଳବୈଶାଖୀ ଓ ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ମେ ୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ ରାଜ୍ୟରେ କାଳବୈଶାଖୀ ଆଉ ୪ରୁ ୫ ଦିନ ଲାଗି ରହିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ତାରିଖ ସକାଳ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି…

କେଜ୍ରିୱାଲଙ୍କ ଘର ମରାମତିରେ ୪୫ କୋଟି, ହିସାବ ମାଗିଲେ ଏଲଜି

ଭୁବନେଶ୍ୱର: ବିବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ମରାମତି ପ୍ରସଙ୍ଗ। ଘର ମରାମତିରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ବିଜେପିର ଟାର୍ଗେଟରେ ଥିବା କେଜ୍ରିୱାଲଙ୍କୁ ଏଲଜିଙ୍କ ଝଟକା। ସରକାରୀ ବାସଭବନ ଉନ୍ନତିକରଣରେ ୪୫ କୋଟି ଖର୍ଚ୍ଚ ପ୍ରସଙ୍ଗରେ ସମସ୍ତ…

ସେନାର ଆର୍ଟିଲରି ରେଜିମେଣ୍ଟରେ ପ୍ରଥମଥର ଲାଗି ସାମିଲ୍ ହେଲେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମଥର ଲାଗି ଆର୍ଟିଲରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ସାମିଲ୍ କରାଯାଇଛି । ଶନିବାର ଚେନ୍ନାଇରେ ପାସିଂ ଆଉଟ୍ ପରେଡ୍ ପରେ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲରି ରେଜିମେଣ୍ଟରେ ନିଯୁକ୍ତି ମିଳିଛି । ୨ ଜଣଙ୍କୁ ପାକିସ୍ତାନ ସୀମାରେ ମୁତୟନ ୟୁନିଟରେ…

ଉଦ୍ଧବଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର କରିଥିଲେ ଆଦିତ୍ୟ: ରାଣେ

ମୁମ୍ବାଇ: ବିଜେପି ବିଧାୟକ ନୀତିଶ ରାଣେଙ୍କ ଏକ ବୟାନ ପୁନର୍ବାର ମହାରାଷ୍ଟ୍ର ରାଜନୀତିକୁ ସରଗରମ କରି ଦେଇଛି । ରାଣେ କହିଛନ୍ତି ଉଦ୍ଧବ ଠାକରେଙ୍କୁ ହଟେଇ ପୁତ୍ର ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର ରଚିଥିଲେ । ମହାବିକାଶ ଅଘାଡି କ୍ଷମତାରେ ଥିବା ବେଳେ ଉଦ୍ଧବ…

ମୋଦିଙ୍କୁ ହଟାଇବାକୁ ନୀତିଶଙ୍କ ନକ୍ସା!

ଭୁବନେଶ୍ୱର: ଖୁବ ଶୀଘ୍ର ରୂପ ନେବ ବିରୋଧୀ ମେଣ୍ଟ। କଂଗ୍ରେସ ସମେତ ଦେଶର ଅନ୍ୟ ପ୍ରମୁଖ ବିରୋଧୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀଙ୍କ ଏହି ମହା ବୈଠକ ବସିବ। ତାହା ପୁଣି ବିହାରର ପାଟନାରେ। ଏଭଳି କିଛି…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…