କେସିଆରଙ୍କ ଦଳକୁ ମିଳିଛି ସର୍ବାଧିକ ଚାନ୍ଦା, ବିଜେଡିକୁ କିଛି ନାହିଁ
ଭୁବନେଶ୍ୱର: କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? କିଏ ପାଇଛି ସବୁଠାରୁ ଅଧିକ ? କିଏ ପାଇଛି ସବୁଠୁ କମ ? ଏଡିଆର ରିପୋର୍ଟ ଦେଲା ସବୁ ତଥ୍ୟ । ଦେଶର ସବୁ ଆଞ୍ଚଳିକ ଦଳ ନିଜ ନିଜର ରିପୋର୍ଟ ଦାଖଲ କରିଛନ୍ତି । ସେହି ତଥ୍ୟ ଅନୁସାରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ୨୬ ଆଞ୍ଚାଳିକ…