Latest Odisha News

BREAKING NEWS

ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା ; ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଜିଆରପି ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ । ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ । ଆଜି…

ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର : ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ…

କବିତା : ପ୍ରହେଳିକା

ଗଜାନନ ମିଶ୍ର ଏତେ ପ୍ରହେଳିକା! କବି କଲମ ଅବଳ? ଯାଇ କୁହୁଡିକୁ ପଚାର, ସାକ୍ଷୀ ଜାତୀୟ ପତାକା, ଅପନ୍ତରାରେ ଜାତିଟା! ନା ଶୀତ ନା ଖରା, କେହି କାହାକୁ ଦିଅନ୍ତି ନି ଧରା! ଆଖିରୁ ଖାଲି ବହୁଛି ଧାରା। ଦେଖିଶୁଣି ହେଉଛି କି ରହି ରହିଲା ଭଳି! ଏ ମାଟି କଣ ସବୁ ଆଉ କାହାକୁ…

ପେଟ କମାଇବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ୪ ପ୍ରକାର ପାନୀୟ

ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ । ବେଳେବେଳେ ଆମ ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ଶରୀରରେ କୁପ୍ରଭାବ ପକାଇଥାଏ । ଆଉ ଖାଦ୍ୟପେୟ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।…

ପିଲାଙ୍କ ଖରା ଛୁଟିର କିଭଳି ସଦ ଉପଯୋଗ ହେବ, ଏକାଠି ଆଲୋଚନା କଲେ ଅଭିଭାବକ-ଶିକ୍ଷକ

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପୂର୍ବରୁ ଛୁଟି ଘୋଷଣା ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ଯାହାକୁ ନେଇ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ…

ଶ୍ରୀମନ୍ଦିର ଫାଇଲ ହଜିନି, ସୁରକ୍ଷିତ ଅଛି: ସ୍ପଷ୍ଟୀକରଣ ଦେଲା ଆଇନ ବିଭାଗ

ପୁରୀ: ହଜିଯାଇଥିବା ଫାଇଲ ମିଳିଲା । ସୁରକ୍ଷିତ ଅବସ୍ଥାରେ ମିଳିଲା । ଏକଥା ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଇନ ବିଭାଗ । ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଆଇନ ବିଭାଗ ପକ୍ଷରୁ ଏକଥା କୁହାଯାଇଛି । ଆଜି ବିଳମ୍ବିତ ରାତ୍ରିରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବଦଳି ସୁପାରିସକୁ ପ୍ରତ୍ଯାହାର କଲେ କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି। ୬ ମାସ ହେଲା କେନ୍ଦ୍ର ସରକାର ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ଏପ୍ରିଲ ୧୯ରେ ପ୍ରଧାନ…

ମ୍ୟାଲେରିଆ ଓ ଡାଇରିଆ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କଲେ ସରକାର

ଭୁବନେଶ୍ୱର: ବର୍ଷା ଋତୁ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ରୋଗର ସମ୍ଭାବ୍ୟ ବୃଦ୍ଧି ନେଇ ଓଡ଼ିଶା ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏସବୁ ରୋଗକୁ ରୋକିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର…

ହାତୀ ମୃତ୍ୟୁ ପରେ ହେଉଥିଲା ତସ୍କରୀ, ୪ ହାତୀ ଦାନ୍ତ ସହ ବନ୍ୟପ୍ରାଣୀ ମାଫିଆ ଗିରଫ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହାତୀ ଶିକାର ମାମଲାରେ ଗୁରୁବାର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବନ ବିଭାଗ ଜଣେ ବନ୍ୟପ୍ରାଣୀ ମାଫିଆକୁ ଗିରଫ କରିବା ସହ ତା' ନିକଟରୁ ୪ଟି ହାତୀଦାନ୍ତ ଜବତ କରିଛି। ଗିରଫ ବ୍ୟକ୍ତି ଜଣକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ…

ସହିଦ ଦେବାଶିଷଙ୍କ ପରିବାରକୁ ରାଜ୍ୟ ସରକାର ଦେଲେ ୨୫ ଲକ୍ଷ ଟଙ୍କା, ଅନ୍ୟ ୪ ସହିଦଙ୍କୁ ୧ କୋଟି ଲେଖାଏଁ ଦେଲା ପଞ୍ଜାବ…

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଞ୍ଚରେ ସହିଦ ହୋଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ…