ଅତିକ ଭାଇଙ୍କ ପ୍ରତିଶୋଧ ନେବ ବୋଲି ଧମକ ଦେଲା ଅଲକାଏଦା
ନୂଆଦିଲ୍ଲୀ: ମାଫିଆରୁ ରାଜନେତା ସାଜିଥିବା ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅସରଫଙ୍କ ଚାଂଚଲ୍ୟକର ହତ୍ୟାର ୬ଦିନ ବିତିଯାଇଛି । ଶୁକ୍ରବାର ଭାରତରେ ପରିଚାଳିତ ହେଉଥିବା ଅଲକାଏଦାର ସଂଗଠନ ଏକ୍ୟୁଆଇଏସ ଧମକ ଦେଇଛି । ଅତିକ ବ୍ରଦର୍ସଙ୍କ ହତ୍ୟାର ପ୍ରତିଶୋଧ ରୂପେ ଆକ୍ରମଣ କରାଯିବ ବୋଲି କହିଛନ୍ତି ।…