Latest Odisha News

BREAKING NEWS

ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଫରେନ କଣ୍ଟ୍ରିବ୍ୟୁସନ(ରେଗୁଲେସନ) ଆକ୍ଟର (FCRA)ର ଉଲ୍ଲଂଘନ ନେଇ ଏନ୍‌ଜିଓ ସଂସ୍ଥା ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦିଲ୍ଲୀରେ ଥିବା ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ସଂସ୍ଥା। ଏହି ମାମଲାରେ ଗତବର୍ଷ ଜାନୁଆରୀରେ…

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି; ତଥାପି ମିଳିନି ମୋବାଇଲ ଇଣ୍ଟରନେଟ ସେବା

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ ।  ଯଦିଓ ଜିଲ୍ଲାରେ   ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ ।  ତାହା ପୁଣି  ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ।…

ରିଲିଫ ସାମଗ୍ରୀ ନେବାକୁ ଆସି ୟେମେନ୍‌ରେ ଦଳାଚକଟା; ୮୫ ମୃତ, ୩୨୨ ଆହତ

ସାନା: ୟେମେନ ରାଜଧାନୀ ସାନାରେ ଦଳଚକଟା ଯୋଗୁ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଏକ ସ୍କୁଲରେ ରିଲିଫ ସାମଗ୍ରୀ ବଣ୍ଟାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା। ଗାର୍ଡିଆନ୍‌ରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ଘଟଣାରେ ୩୨୨ ଜଣ ଆହତ ହୋଇଥିବା ହାଉତି…

ସୁଦାନ ଯୁଦ୍ଧ:ମୃତ୍ୟୁ ସଂଖ୍ୟା ୨୭୦ ପାର୍‌, ଛାଡି ପଳାଇଲେଣି ହଜାର ହଜାର ଲୋକ

ଖାର୍ତୋମ: ସୁଦାନରେ କ୍ଷମତା ହାତେଇବାକୁ ସେନାର ଦୁଇ ଟିମ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସୁଦାନ ଆର୍ମୀ ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧରେ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବିଭିନ୍ନ ଦେଶର ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ରାସ୍ତାକଡ଼ରେ ଲୋକଙ୍କ ମୃତଦେହ ପଡ଼ି…

ଆଜିବି ଜଳୁଛି ଓଡ଼ିଶା, ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିବି ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଗ୍ରୀଷ୍ମ ଲହରୀ । ତାତିରୁ ମିଳୁନି ତ୍ରାହି । ଆଜି ବି ଗ୍ରୀଷ୍ମକୋପ ଜାରି ରହିଥିବା ବେଳେ ପାରଦ ଛୁଇଁପାରେ ୪୫ ଡିଗ୍ରୀ । ଆଜି ପାଇଁ ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ସରକାର । ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ଗ୍ରୀଷ୍ମ…

ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ  ଶିଶିର ଭିଜା ଘାସ ଉପରେ ତୁମର ଚମ୍ପା ରଙ୍ଗର ପାଦ ତୁମ ଆଖିରେ ଆଖି ମିଳାଇଛି ସଦ୍ୟ ଫୁଟା ଦୁଇ ଫୁଲ ସେଇ ମୁହୂର୍ତ୍ତରେ ନୀରା ତୁମେ ବୁଝିପାରିଲନି ଫୁଲକୁ ଛାଡ଼ି କହୁଛି ଭ୍ରମର କିଶୋରୀକୁ ଛୁଇଁବାର ଅଭିଳାଷ ତାର। ଯୁବତୀ ଥିଲ, କେଉଁ…

ସ୍ୱାସ୍ଥ୍ୟପାଇଁ ଉପକାରୀ ବାସି ପଖାଳ…

ଆମେ ଜାଣିଛେ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ସେହିପରି ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ପଖାଳ ସମସ୍ତଙ୍କ ପ୍ରିୟ । ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ…

ଅଧ୍ୟାପକ ଓ ପ୍ରିନସିପାଲଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଛାତ୍ରଛାତ୍ରୀ ଫେରାଦ

ନୟାଗଡ: ଶରଣକୁଳ କଲେଜର କିଛି ଛାତ୍ର ଓ କଲେଜ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ବା ରାଗିଂ ଅଭିଯୋଗ ଆଣି ଯୁକ୍ତ ଦୁଇ ଛାତ୍ରମାନେ ବୁଧବାର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। କଲେଜର ଅଧ୍ୟାପକମାନେ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏବଂ…

ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସାଇବର ସୁରକ୍ଷା ଦିଗରେ ଆସିବ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସାଇବର ସୁରକ୍ଷା ଦିଗରେ ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯୋଜନା କରୁଛନ୍ତି। ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (ଓସେପା) ପକ୍ଷରୁ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସାଇବର ସୁରକ୍ଷା ପାଇଁ…