Latest Odisha News

BREAKING NEWS

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ। ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍ କରି ଧମକ ଦେଲା ଯୁବକ। କହିଲା-ମୁଁ ଏକନାଥ ସିନ୍ଦେଙ୍କୁ ଉଡ଼ାଇ ଦେବି। ଏଥିକି କହିବା ପରେ ଯୁବକ ଜଣଙ୍କ ଫୋନ୍ କାଟି ଦେଇଥିଲା। ଗତକାଲି(ଏପ୍ରିଲ ୧୦) ବିଳମ୍ବିତ ସନ୍ଧ୍ୟାରେ…

କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢିଗଲା ବୋଲେରୋ, ୨ ମୃତ

ସୁନ୍ଦରଗଡ:  କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରୀଯାନ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ  କାମ କରିବା ବେଳେ ଏପରି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଲାଞ୍ଚ ନେଉଥିଲେ ଶିକ୍ଷାଧିକାରୀ , ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ: ଲାଞ୍ଚ ନେଇ ଧରାପଡିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । ଜଣେ ଶିକ୍ଷକଙ୍କଠାରୁ  ଲାଞ୍ଚ ନେଉଥିଲାବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ଟ୍ରାପରେ ପଡିଥିବା ଏହି ଶିକ୍ଷାଧିକାରୀଜଣକ ହେଉଛନ୍ତି ଶାନ୍ତନୁ କୁମାର ମଲ୍ଲିକ । ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି ।…

ସକାଳୁ ସକାଳୁ ପିଲାଙ୍କୁ ନେଇ ଯାଉଥିଲା ସ୍କୁଲ ଭ୍ୟାନ; ରାସ୍ତାକଡକୁ ଓଲଟି ପଡିଲା

ଜଗତସିଂପୁର:ସକାଳୁ ସକାଳୁ ସ୍କୁଲ ପିଲାଙ୍କୁ ନେଇ ଯାଉଥିଲା ଟାଟା ଭ୍ୟାନ । ରାସ୍ତାକଡକୁ ଓଲଟି ପଡିଲା । ଏମିତି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ନିକଟ ସନ୍ତରାଗଡ଼ା ନିକଟରେ  । ଦୁର୍ଘଟଣାରେ ୧୧ ଛାତ୍ରଛାତ୍ରୀଙ୍କ ସମତେ ୨ ଜଣ ଶିକ୍ଷୟିତ୍ରୀ ଆହତ…

ମର୍ଣ୍ଣିଂୱକ ବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର: ବାଲେଶ୍ୱର  ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ତଥା ବିଜେପି ନେତା ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ସୋର ଥାନା ନିକଟରେ ଦୁବୃର୍ତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲୋକନାଥ ମର୍ଣ୍ଣିଂୱାକରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା । ସୋର ଥାନାଠାରୁ…

ହଜମକ୍ରିୟାରେ ସମସ୍ୟା ଦେଖାଯାଉଛି କି ?

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ…

କବିତା : ମୋ ଗାଆଁ ସଞ୍ଜରେ

ପ୍ରିୟମ୍ବଦା ସାମଲ ଅସ୍ତଗାମୀ ଯେବେ ହୁଏ ଅଂଶୁମାଳୀ ସ୍ୱର୍ଣ୍ଣିମ ରେଣୁ ବିଞ୍ଚିଣ ଅମ୍ବରେ ହସଇ ତାରା ଫୁଲ କେତେ ଚନ୍ଦ୍ରମା ବୁଣେ କିରଣ। କଳମେଘୀ ପାଟ ପିନ୍ଧି ନିଶାଦେବୀ ଆସନ୍ତି ଗାଆଁକୁ ମୋର ପ୍ରତି ବୃନ୍ଦାବତୀ ମୂଳରେ ଜଳଇ ଘୃତ ଦୀପ ସଳିତାର। ମୃଦଙ୍ଗ ଘଣ୍ଟା ଘଣ୍ଟି ଶବ୍ଦ ତରଙ୍ଗ…

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ…

ଅନ୍ତିମ ବୋଲରେ ଫିଲ୍ଡିଂ ମିସ୍, ୨୧୨ ରନ୍ କରି ମ୍ୟାଚ ହାରିଲା ଆରସିବି

ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ଆଇପିଏଲରେ ଆଉ ଏକ ମ୍ୟାଚ୍ ଖେଳାଯାଇଛି। ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଶାଳ ରନ୍ କରି ହାରିଛି। ବୋଲରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ମ୍ୟାଚ ହାରିବାର ପ୍ରମୁଖ କାରଣ ପାଲଟିଛି।ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଆରସିବି ପ୍ରଥମେ…

ଲୋହିଆ ହସ୍ପିଟାଲ ପରିଦର୍ଶନ କରି କୋଭିଡ୍ ନିୟମ ପାଳନ କରିବାକୁ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସୋମବାର ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା…