Latest Odisha News

BREAKING NEWS

ରାହୁଲ ଇଫେକ୍ଟ, ବାଉଳି ହେଉଛି ବିଜେପି !

ଭୁବନେଶ୍ୱର: ଦେଶର ଗଣତନ୍ତ୍ର ବିପଦରେ । ଦେଶ ଏବଂ ବିଦେଶରେ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ବାଉଳି ହେଉଥିବା କୁହାଯାଉଛି । ବିଜେପିର ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଏହାକୁ ନେଇ ବିଭିନ୍ନ ଯାଗାରେ ସ୍ପଷ୍ଟୀକରଣ ଦେବାରେ ଲାଗି ପଡିଛନ୍ତି । ଗଣତନ୍ତ୍ର ବିପଦରେ, ମୋଦି ଆଦାନୀ…

ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ

କଟକ: ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକଙ୍କ ପୌରାହିତ୍ୟରେ ଶିକ୍ଷାବିତ୍ ପ୍ରଫେସର ପ୍ରଭାତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର…

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ…

ବିଜୟଧାରାକୁ ଫେରି ପାରୁନି ଦିଲ୍ଲୀ, ରାଜସ୍ଥାନର ସହଜ ବିଜୟ

ଗୌହାଟୀ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୫୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀ ପୁନର୍ବାର ବିଜୟଧାରାକୁ ଫେରିବାରେ ବିଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୯ ରନ କରିଥିଲା ।…

ଅକ୍ସିଜେନ ମାସ୍କ ପିନ୍ଧି ଟ୍ରେଡମିଲରେ ଅଭ୍ୟାସ କଲେ ଅନୀଲ

ମୁମ୍ବାଇ: ବଲିଉଡର ଫିଟ ଅଭିନେତାଙ୍କ ମଧ୍ୟରେ ଅନୀଲ କାପୁରଙ୍କ ନାମ ଆଗ ଧାଡିରେ ରହିଥାଏ । ୬୬ ବର୍ଷ ବୟସରେ ମଧ୍ୟ ସେ ଶୃଙ୍ଖଳିତ ଜୀବନ ଶୈଳୀ ଜାରି ରଖିଛନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଅନୀଲ ଅକ୍ସିଜେନ ମାସ୍କ ପିନ୍ଧି ଟ୍ରେଡମିଲରେ…

ଓଏମସିର ଲୁହାପଥର ଉତ୍ପାଦନରେ ୧୭ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଦେଶର ଅନ୍ୟତମ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମ (OMC) ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୭ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଓଏମସି ୨୫.୩୧ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ କରିଥିଲା ।…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚରଣଜିତ ସିଂ ଚନ୍ନି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି । ଚନ୍ନି କେତେକ ବିଜେପି ନେତାଙ୍କୁ ଭେଟିବା ପରେ ଏହି ଏହି କଳ୍ପନା ଜଳ୍ପନାର ସୂତ୍ରପାତ ହୋଇଛି ।…

ଅସୁରକ୍ଷିତ ବ୍ଲକ୍ ଅଫିସ୍ ! ସିସିଟିଭିରେ କଏଦ ହେଲା ଫାଇଲ୍ ଚୋରି, ସନ୍ଦେହରେ ଅଧିକାରୀ

ପୁରୀ: ଖାଲି ପଡ଼ିଛି ଅଫିସ୍ । ଚ୍ୟାମ୍ବରରେ ନାହାଁନ୍ତି ସହକାରୀ ଯନ୍ତ୍ରୀ । ଯାହାର ଫାଇଦା ନେଇ ପୁରୀ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି କରି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି…

ଟାଇଗର ଭର୍ସେସ ପଠାନ ହେବ ବଲିଉଡର ଦାମୀ ଫିଲ୍ମ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସର ସ୍ପାଇ ୟୁନିଭର୍ସ ଫୁଲ ଫର୍ମକୁ ଆସି ଯାଇଛନ୍ତି । ପଠାନ ଫିଲ୍ମରେ ସଲମାନ ଖାଁଙ୍କ କାମିଓ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ପରେ ଦର୍ଶକ ମହଲରେ ଶାହାରୁଖ ଓ ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମର ଚାହିଦା ବଢ଼ିଥିବା ଅନୁମାନ କରି ୟଶରାଜ…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ…