Latest Odisha News

BREAKING NEWS

କବିତା : ରାମ ନବମୀ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…

ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି…

ମମତାଙ୍କ ନିଆରା ପ୍ରତିବାଦ: ଓ୍ୱାଶିଂ ମେସିନରେ ବିଜେପି ଲେଖି କଲେ କଟାକ୍ଷ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଜେପିକୁ କଟାକ୍ଷ କରିବାକୁ ଯାଇ ନିଆରା ଉପାୟ ଆପଣାଇଛନ୍ତି। ସେ ଏକ ୱାଶିଂ ମେସିନ୍ ସହିତ ପ୍ରଦର୍ଶନ କରିଥିଲେ। କୋଲକାତାରେ ଟିଏମସି ଦ୍ୱାରା ପ୍ରସ୍ତୁତ ମଞ୍ଚରେ ଏକ ସାଙ୍କେତିକ ୱାଶିଂ ମେସିନ୍ ରଖାଯାଇଥିଲା। ଏହାକୁ ବିଜେପିର…

ବିଡିଓ ଝିଅକୁ ମାଡ ମାରିବା ଅଭିଯୋଗରେ ବାପା ଗିରଫ, ଭାଇ ଫେରାର

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ମହିଳା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ପଲ୍ଲବୀ ରାଣୀ ରାଜ ଗତ ଦୁଇ ସପ୍ତାହ ଧରି ଚର୍ଚ୍ଚାରେ ରହିଛନ୍ତି। ସେ ଜନତା ଓ ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଆସୁଥିବା ବେଳେ ଏବେ ତାଙ୍କୁ ତାଙ୍କ ବାପା ଓ ଭାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହା…

ଓଡ଼ିଶୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ 'ଓଡ଼ିଶୀ ସଙ୍ଗୀତ ଉତ୍ସବ' ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା,…

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ

ଝାରସୁଗୁଡା:  ୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକକୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ସରବାହାଲ ଅଞ୍ଚଳରେ। କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ପୁଅ ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କୁ ଅପହରଣ କରି…

କାହିଁକି ଆତ୍ମହତ୍ୟା କଲେ ରମାଦେବୀ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ?

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ହଷ୍ଟେଲ ଭିତରେ ବୁଧବାର ଯୁକ୍ତ ୨ ଛାତ୍ରୀ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ପ୍ରଜ୍ଞା ମହାନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ପାଠପଢାରୁ…

ପୂର୍ବବର୍ଷ ତୁଳନାରେ ସର୍ବାଧିକ ଦରମାରେ ୧୪୭% ବୃଦ୍ଧିରେ IIM ସମ୍ବଲପୁର ପକ୍ଷରୁ ଶତପ୍ରତିଶତ ନିଯୁକ୍ତି

ସମ୍ବଲପୁର: ୨୦୧୫ରେ ଭାରତ ସରକାର ସମ୍ବଲପୁରରେ IIM ପ୍ରତିଷ୍ଠା କରିଥିଲେ । ୨୦୨୧-୨୩ ଶିକ୍ଷା ବର୍ଷରେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଘରୋଇ କ୍ଷେତ୍ରରେ ସର୍ବାଧିକ ବାର୍ଷିକ ୬୪.୬୧ ଲକ୍ଷ ପ୍ୟାକେଜରେ ଚାକିରି ମିଳିଛି ।…

କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି ବସି ଟେନିସ ମ୍ୟାଚର ମଜା ନେଇପାରିବେ। ଆସନ୍ତା ୪ ତାରିଖରେ କଳିଙ୍ଗ…