Latest Odisha News

BREAKING NEWS

ପଶ୍ଚିମା ଝଡ଼ ପ୍ରଭାବରେ ହେବ ପାଗ ପରିବର୍ତ୍ତନ! ଓଡ଼ିଶା ସମେତ ୧୨ ରାଜ୍ୟକୁ ସତର୍କ କଲା IMD

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୂଚନା ଅନୁସାରେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ଓ ଓଡିଶା ସମେତ ଅନ୍ୟ ୧୧ଟି ରାଜ୍ୟରେ କାଳବୈଶାଖୀ ବର୍ଷା…

ସହକାରୀ ପ୍ରାଧ୍ୟାପକ ହେବାକୁ PhD ବାଧ୍ୟତାମୂଳକ ନୁହେଁ – UGC

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- UGC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ PhD ବାଧ୍ୟତାମୂଳକ ନୁହଁ। ସ୍ନାତକୋତ୍ତର ପରେ ଜାତୀୟ ଯୋଗ୍ୟତା ପରୀକ୍ଷା(NEET)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର ବା…

ଦେଶର ପ୍ରଥମ ମହିଳା ଭାବେ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି, ପାଇବେ IUPAC ପୁରସ୍କାର, ଶୁଭେଚ୍ଛା…

ଭୁବନେଶ୍ବର : ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ IUPAC(International Union For Pure & Applied Chemestry) ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ବଡ଼ କଥା ହେଉଛି; ଜଗତସିଂହପୁର ଜିଲ୍ଲାର ଏହି ମହିଳା କେମିକାଲ୍…

ଅଭୁଲା ଗୀତ : ମୋ ଆଖିର କେତେ କଥା

ଗୀତ:  ସାରଦା ପ୍ରସନ୍ନ ନାୟକ  ସଙ୍ଗୀତ : ଶ୍ରୀକୁମାର  ଗାୟନ: ସନ୍ଧ୍ୟା ମୂଖାର୍ଜୀ  କା, ୧୯୬୬ ମୋ ଆଖିର କେତେ କଥା ମୋ ମନର ନିରବତା କହିବାକୁ ଚାହେଁ ଯାହା କହି ପାରେନା ନ କହି ମୁଁ ନିରବରେ ରହିପାରେନା ମୋ ଆଖିର କେତେ କଥା ଏଇ ନଈ ଯାଏ…

ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ବୀମା କମ୍ପାନିର ଗୁରୁ ଦାୟିତ୍ୱ ବହନ କଲେ ସିଦ୍ଧାର୍ଥ ମହାନ୍ତି । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମାର୍ଚ୍ଚ ୧୪ରୁ ତିନି ମାସ ପାଇଁ ସିଦ୍ଧାର୍ଥ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରିବେ  । ବର୍ତ୍ତମାନର ଏଲଆଇସି…

ଶିଶୁ କବିତା : ଟୁଉକୁ ମୁଷି

ତରୁଣ କୁମାର ମିଶ୍ର ଟୁଉକୁ ମୁଷିରେ ଟୁକେଇ ମୁଷି , କାହିଁକି ସେଠାରେ ବସିଛୁ ରୁଷି , ମନେ ପଡ଼ୁଛି କି ପୁରୁଣା କଥା ଧାନ ଖାଉଥିଲୁ ତୁ ଲୁଚି ଲୁଚି । ଏବେତ ବିଲରେ ହେଉନି ଚାଷ , ପଡ଼ିଆ ପଡ଼ିଛି ଚାଷ ଜମି ତ , ଟଙ୍କିଆ ଚାଉଳ ମାଗଣା ମିଳୁଛି , ହଳ ଲଙ୍ଗଳ କୁ ଖାଉଛି ଖତ । ଚାଳ ଘର…

କବିତା : ଚାଷଗୀତ

ପ୍ରବୀଣ କୁମାର କବି ଏଇ କିଛି ବର୍ଷ ହେଲା ଗାଢ୍ ରୁ ଆହୁରି ଗାଢ୍ ହେଲାଣି ମାଟିର ମଉନପଣ କ୍ଷେତର କ୍ଷତ, ସ୍ଵେଦର ସ୍ଵାଦ ଆଉ ଚାଷୀର ଫମ୍ପା ଉଦର ! ଆହୁରି ନିର୍ଯ୍ୟାତିତ - ନିଷ୍ପେସିତ ହେଲାଣି ତା ସ୍ବପ୍ନ, ତା ସ୍ୱର, ତା ସିଦ୍ଧି ଓ ସମୟ । ଏଇ କିଛି ବର୍ଷ ହେଲା ତା ପାଇଁ…

୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବରୁ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ, ମିଶନ ଶକ୍ତିରେ ଋଣ ନେଇ ଫେରାଉନାହାନ୍ତି ଏସଏଚଜି

ଭୁବନେଶ୍ୱର: ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି ମିଶନ ଶକ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୁହାଯାଇଛି ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ଯେଉଁ ଋଣ ପ୍ରଦାନ କରୁଛନ୍ତି ଏସଏଚଜି ମହିଳା ମାନଙ୍କୁ…