Latest Odisha News

BREAKING NEWS

ପଞ୍ଜାବରେ ବନ୍ଧୁକ ପରମ୍ପରା ଉପରେ ଚଢ଼ାଉ ଜାରି; କ୍ୟାନ୍‌ସଲ ହେଲାଣି ୨୦୦୦ ଆର୍ମ ଲାଇସେନ୍ସ

ଚଣ୍ଡିଗଡ଼: ପଞ୍ଜାବରେ ଆମେରିକା ଭଳି କଥା କଥାକେ ଫୁଟୁଛି ଗୁଳି। ଯାହାକୁ ନେଇ ଅନେକ ସମୟରେ ପଞ୍ଜାବ ବଦନାମ ବି ହୋଇଛି। ରାଜ୍ୟରେ ବନ୍ଧୁକ ପରମ୍ପରା ବନ୍ଦ କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରଜ୍ୟସାରା ଚଢ଼ାଉ ଜାରି ରହିଛି। କେବଳ ରବିବାର ପଞ୍ଜାବରେ ୮୧୩ ଜଣଙ୍କର ବନ୍ଧୁକ…

ଭାରତର ଗଣତନ୍ତ୍ରକୁ ନେଇ ବ୍ରିଟେନ୍‌ରେ ରାହୁଲଙ୍କ ବୟାନକୁ ନିନ୍ଦା କଲେ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନେଇ ଦେଇଥିବା ବୟାନକୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରକୁ ନେଇ ଲଣ୍ଡନରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି…

କୋହଲିଙ୍କୁ ନେଇ ଚାଂଚଲ୍ୟକର ଖୁଲାସା କଲେ ପତ୍ନୀ ଅନୁଷ୍କା

ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ବିରାଟ କୋହଲି ଚମତ୍କାର ଶତକ ହାସଲ କରିଛନ୍ତି । ୧୨୦୫ ଦିନ ପରେ କୋହଲି ହାସଲ କରିଥିବା ଏହି ଶତକକୁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସମର୍ପିତ କରିଛନ୍ତି । ତେବେ କୋହଲିଙ୍କୁ ନେଇ ଅନୁଷ୍କା ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ…

ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି କହିଲେ ଫାର୍ମ ହାଉସ ମାଲିକଙ୍କ ଦ୍ୱିତୀୟ ପତ୍ନୀ

ମୁମ୍ବାଇ: ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ନେଇ ଯାଂଚ ଚାଲିଛି । ସତୀଶ ମାର୍ଚ୍ଚ ୮ରେ ଦିଲ୍ଲୀର ଏକ ଫାର୍ମ ହାଉସରେ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ । ଫାର୍ମ ହାଉସରେ କେତେକ ଆପତିଜନକ ଔଷଧ ମିଳିବା ପରେ ପୋଲିସ…

ଗୁଳିକାଣ୍ଡର ଦିନକ ପୂର୍ବରୁ ଫୋନରେ ଝିଅ ଦୀପାଳିକୁ କ’ଣ କହିଥିଲେ ନବ ଦାସ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଏଯାଏ କାହା ମନରୁ ଲିଭି ନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । କାହିଁକି ଗୋପାଳ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା ତାହା ଏବେ ବି ଜଣାପଡ଼ିନି । କିନ୍ତୁ ଜାନୁଆରୀ ୨୯ ତାରିଖର ଠିକ୍ ପୂର୍ବ ଦିନ ନବ ତାଙ୍କ…

ବର୍ଡର-ଗାଭାସ୍କର ଟ୍ରଫି: ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହେଲେ କୋହଲି

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ୪ର୍ଥ ଦିବସ ବିରାଟ କୋହଲି କମାଲ କରିଛନ୍ତ । ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସେ ୧୮୬ ରନର ଇନିଂସ ଖେଳି ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । କୋହଲିଙ୍କ ଇନିଂସ ବଳରେ ଅଷ୍ଟ୍ରେଲିଆର ୪୮୦ ରନ ଜବାବରେ ଭାରତ ୫୭୧ ରନ କରିଛି…

ସାଙ୍ଗ ବାହାଘରକୁ ଯାଉଥିଲେ ୩ ସାଙ୍ଗ, ବାଟରେ ଜୀବନ ନେଇଗଲା ଯମ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, ବାଇକରେ କୁଳେଇ ଗାଁର ୩…

ଆର୍ଯ୍ୟନଙ୍କୁ ଗିରଫ କରିଥିବା ସମୀରଙ୍କ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଡ୍ରଗ୍ସ କେସରେ ଗିରଫ କରି ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି ଜୀଶନ ଅହମ୍ମଦ । ସେ ଏହା ପୂର୍ବରୁ ପଙ୍କଜ ତ୍ରିପାଠୀଙ୍କ ସହ ମିଶି ଅଟଳ ବିହାରୀ…

ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଝିଅ-ଝିଅ ଓ ପୁଅ-ପୁଅ ମଧ୍ୟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହ ନେଇ…

ବଳପୂର୍ବକ ଟେକି ନେଲେ, ୩ ଦିନ ହାଜତରେ ରଖି ପୋଲିସ ମାଡ଼ ମାରିଥିବା ଯୁବକଙ୍କ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ରହିଛି । ହେଲେ ପୋଲିସ ଯଦି ନିଜେ ଉଶୃଙ୍ଖଳ ହେବ ଲୋକେ କାହାକୁ ଭରସା କରିବେ ? କାହା ପାଖକୁ ନ୍ୟାୟ ପାଇଁ ଯିବେ ? ଏ ପ୍ରଶ୍ନ ଆମେ କରୁନୁ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ତରଡ଼ାପଡ଼ା ଗାଁର ରଶ୍ମିରଞ୍ଜନ ମଲ୍ଲିକଙ୍କ ପରିବାର…