Latest Odisha News

BREAKING NEWS

ପୋଲିସ୍ ଜବତ କରିଥିବା ୬ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ବେଳେ ଜବତ ହୋଇଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି । କୋରାପୁଟ ପୋଲିସ ଦ୍ୱାରା ଜବତ ୬ଟି ଗାଡ଼ିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସେଥିରୁ ୪ଟି ଗାଡ଼ି ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା । କୋରାପୁଟ ଟାଉନ୍ ଥାନା ନିକଟ ବସଷ୍ଟାଣ୍ଡ ହକି…

ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ ଯାତ୍ରା: ଜାଣିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଏସବୁ କଥା?

ଅଗରରାଲା: ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମାଣିକ ଶାହା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ତେବେ ଶାହା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା…

ଘରେ ରଖିଛନ୍ତି ୫୦ ମୂଷା

ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ଆଦି ରଖିବାକୁ ପସନ୍ଦ କରିଥାନ୍ତି। ହେଲେ ଅନେକ ଲୋକଙ୍କର ସଉକ ବେଶ୍ ଅଜବ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍‌ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା ପୋଷିଛନ୍ତି। ଆଉ ସେମାନଙ୍କର ଯତ୍ନ ସେ ନିଜ ପିଲାଙ୍କ ପରି…

ଅମୀର ହଁ ଶାହାରୁଖ୍‌ଙ୍କୁ ନାଁ

ମୁମ୍ବାଇ: ଗତ କିଛି ସମୟ ଧରି ବଲିଡଉ୍‌ ଓ ସାଉଥ୍‌ କଳାକାରଙ୍କୁ ଏକାଠି ଦେଖିବାକୁ ମିଳୁଛି। ତେବେ ଦର୍ଶକଙ୍କ ଭିତରେ ମଧ୍ୟରେ ସାଉଥ୍‌ ଫିଲ୍ମର କ୍ରେଜ୍ ବେଶ୍ ରହିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ପୁଣି ଥରେ ବଲିଉଡ୍‌ ଓ ଟଲିଉଡ୍‌ର ଯୁଗଳବନ୍ଦୀ ଦେଖିବାକୁ ମିଳିପାରେ। ଖବର ମୁତାବକ ଅମୀର…

ହୋଲିରେ ଗଡିଲା ମୁଣ୍ଡ: ବାପା ମୃତ, ମା-ଝିଅ ଗୁରୁତର

ଆଠଗଡ: ଆଜି ହୋଲି । ରଙ୍ଗ ବଦଳରେ ରକ୍ତର ରଙ୍ଗରେ ଭିଜିଲା ଗାଁଦାଣ୍ଡ । କଟକ ଜିଲ୍ଲା ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତର ଆହତ…

ଠକିଦେଲା ଧରମ ଝିଅ: ସ୍ୱାମୀକୁ କ୍ୟାନ୍ସର ହୋଇଛି କହି ମା’ଠୁ ଟଙ୍କା ନେବା ପରେ ଫାଙ୍କିଦେଲା

କେନ୍ଦ୍ରାପଡା: ସେ ମା’ । ତେଣୁ ସନ୍ତାନ ପାଳିତ ବା ଜନ୍ମିତ ତାର ହିସାବ ରଖି ନ ଥିଲେ । ଅନ୍ତରରୁ ମମତା ନିଗାଡି ଭଲ ପାଉଥିଲେ । ହେଲେ ଝିଅ ମନରେ ଥିଲା ଅନ୍ୟ କିଛି । ସେ ବୁଝି ପାରି ନ ଥିଲା ମାର ମମତାକୁ । ତାର ବିଶ୍ୱାସ ଓ ଭଲ ପାଇବାକୁ । ତେଣୁ ମା’କୁ ଠକିଦେଲା ଧରମ ଝିଅ । ସ୍ୱାମୀକୁ…

ଭାରତୀୟ ସେନାର ଏହି ୫ ମହିଳା ଅଧିକାରୀ ଯିଏ ବଢାଇଛନ୍ତି ଦେଶର ଗର୍ବ ଓ ଗୌରବ

ନୂଆଦିଲ୍ଲୀ:ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତିକ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ପାଇଁ ଦିନଟିଏ । ଆଜି ମହିଳାଙ୍କୁ ସବୁ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାରେ ନିଜ ଦକ୍ଷତାକୁ…

ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ; ଆଜି ରଙ୍ଗର ପର୍ବ ହୋଲି। ଦେଶ ଠାରୁ ରାଜ୍ୟ ସମସ୍ତେ ହୋଲିର ରଙ୍ଗୀନ। ବନ୍ଦୁ ପରିବାର ସମସ୍ତେ ପରପ୍ସର ମୁହଁରେ ରଙ୍ଗ ବୋଳି ଜଣାଉଛନ୍ତି ହୋଲି ଶୁଭେଚ୍ଛା। ଏଥିସହିତ ମାତୃଶକ୍ତି ଦିବସ ମହିଳା ଦିବସ ମଧ୍ୟ ଆଜି ପଡ଼ୁଛି। ଏଥିପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ…

୮ ବର୍ଷ ତଳେ ସୁମୋ ପହିଲମାନ ସହ ଲଢୁଥିଲେ ଏଲନ ମସ୍କ

ନୂଆଦିଲ୍ଲୀ:ପୁଣି ଏଲନ ମସ୍କଙ୍କୁ ନେଇ ଚର୍ଚ୍ଚା । ଟୁଇଟରର ମାଲିକାନା ହାତକୁ ନେବା ପରେ ପ୍ରତ୍ୟେକ ଦିନ ଖବର ଶିରୋନାମାକୁ ଆସିଥାନ୍ତି ଏଲନ ମସ୍କ । ଏବେ କିନ୍ତ ଟୁଇଟର ପାଇଁ ଚର୍ଚ୍ଚାକୁ ଆସି ନାହାନ୍ତି । ଏଥର ଏଲନ ମସ୍କ ତାଙ୍କର ଏକ ଟୁଇଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏମିତି ନୂଆ ରୂପରେ…

ପାରମ୍ପରିକ ରିତି ନୀତିରେ ହେଲା ମା’ ବିରଜାଙ୍କ ଝୁଲଣ ଯାତ୍ରା, ନୂଆ ପଞ୍ଜିକା ପାଠ କଲେ ସେବକ

ଯାଜପୁର; ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ପାରମ୍ପକି ରୀତିନୀତିରେ ପୂଜାର୍ଚ୍ଚନା ହେବା ସହିତ ସେବକ ଜ୍ୟୋତିଷମାନେ ମାଆ ବିରଜା ନିକଟରେ ନୂଆ ବିରଜା ପାଞ୍ଜୀ ପାଠ କରିଛନ୍ତି। ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି…