ବସ ଭିତରେ ହୋଲି ଖେଳିଲେ ଟିମ ଇଣ୍ଡିଆ
ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ । ଭାରତୀୟ କ୍ରିକେଟ ଟିମ ଏଥିରେ ବିଜୟ ହାସଲ କରି ସିରିଜ ହାତେଇବା ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ଭାରତ ସିରିଜରେ ୨-୧ରେ ଅଗ୍ରଣୀ ରହିଛି ।…