Latest Odisha News

BREAKING NEWS

ଭୂଷଣ୍ଡପୁର ଘଟଣା ପରେ ଚେତିଲା ପ୍ରଶାସନ: ବାଣ ଶୋ’ ଉପରେ ଲଗାଇଲା ରୋକ୍, ବିଭିନ୍ନ ସ୍ଥାନରେ ଚଢ଼ାଉ

ଖୋର୍ଦ୍ଧା: ଦୋଳ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ବାଣ ଶୋ' ଉପରେ କଟକଣା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି କଟକଣା ଲଗାଇଛି। ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଜିଲ୍ଲା ପ୍ରଶାସନ ପାଇଁ ସତର୍କ ଘଣ୍ଟି ପାଲଟିଛି। ଏହାପରେ ପ୍ରଶାସନ ବାଣ ଶୋ' ଉପରେ ରୋକ୍ ଲଗାଇଛି। ଏଥିସହ…

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ

କୋଣାର୍କ : ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ ରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ରାଜ୍ୟ ଓଡ଼ିଆ ଭାଷା,…

ଢାକାରେ ବଡ଼ ଧରଣର ବିସ୍ଫୋରଣ, ୧୪ ମୃତ

ଢାକା: ବାଂଲାଦେଶର ଢାକାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଢାକାର ଏକ ୭ ମହଲା କୋଠାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ବାଂଲାଦେଶ ପୋଲିସ । ବିସ୍ଫୋରଣ ପରେ ସେଠାରେ ୧୧ ଗୋଟି ଅଗ୍ନିଶମ…

ଅପରାଧିକ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ବାଟବଣା ତଦନ୍ତ ପ୍ରକ୍ର୍ରିୟାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ଉଦ୍ୟମ ପ୍ରସଙ୍ଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ରାଜନେତା ଲିଙ୍କ୍ ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛି ବିଜେପି । ଶାସକ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ…

ନବ ଦାସଙ୍କ ଚରିତ୍ରକୁ ନେଇ ନରସିଂହଙ୍କ ମନ୍ତବ୍ୟ ପରେ ହାତ ଯୋଡ଼ିଲେ ଦୀପାଳି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ? ସେ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କିଛି ନିଷ୍କର୍ସ ମିଳୁନି । ଅନ୍ୟପଟେ ଗୋପାଳକୁ ନେଇ ରାଜନୈତିକ ଦଳ ବିଭିନ୍ନ ବୟାନବାଜି କରୁଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଓ ଗୋପାଳ ଗୁଳିକୁ ନେଇ କଂଗ୍ରେସ…

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୨ ଗୋଟି ଖଣି ନିଲାମ ହୋଇଛି । ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ନିଲାମ ହୋଇଥିବା ଏହି ୨ ଗୋଟି ଖଣିରେ ୧୬୫୦ ମିଲିଅନ୍ ଟନ୍ କୋଇଲା ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଥିବା ବେଳେ ଏହାଦ୍ୱାରା ୨୦…

ଆସନ୍ତୁ ଜାଣିବା ହୋଲିର ବୈଜ୍ଞାନିକ ଦିଗ

ରଙ୍ଗର ପର୍ବ ହୋଲି । ଏହାର ପାରମ୍ପାରିକ ଓ ଧାର୍ମିକ କାରଣ ସମ୍ପର୍କରେ ଉଣା ଅଧିକେ ସମସ୍ତେ ଜାଣିଥିବେ । ଆମର ପୂଜା ଶୈଳୀ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଭିତିକ । ସେ ପାଣିରେ ତମ୍ବା ପକାଇବା ହେଉ କିମ୍ବା ଘଂଟ ବାଡେଇ ପ୍ରଦୂଷଣ ଦୂର କରିବା । ଆସନ୍ତୁ ଏବେ ଆମେ ଜାଣିବା ହୋଲି ଖେଳିବା ପଛର…

ପଠାନ ପରେ ଧୂମ ୪ରେ ଶାହାରୁଖ-ସିଦ୍ଧାର୍ଥ ଯୋଡି

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୂମ ୪ରେ ୟଶରାଜ ପ୍ରଡକ୍ସନ ଶାହାରୁଖଙ୍କୁ ନେବା ଚୂଡାନ୍ତ ହୋଇଛି । ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେବେ । ପଠାନ ପରେ ୟଶରାଜ ବ୍ୟାନରର…

ରାହୁଲଙ୍କ ବୟାନ କେତେ ସତ କେତେ ମିଛ?

ଭୁବନେଶ୍ୱର: ଦେଶରେ ଭାରତ ଯୋଡୋ ଯାତ୍ରା କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବିଦେଶ ମାଟିରେ ବି ଚର୍ଚ୍ଚାରେ। ଏଥର ବିଦେଶ ମାଟିରେ ଭାରତର ଗଣତନ୍ତ୍ର ବିପଦରେ ଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରାହୁଲ। ବ୍ରିଟେନ ଗସ୍ତରେ ଥିବା ରାହୁଲ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇ…

ବ୍ରହ୍ମଗିରିରେ ବେବିଙ୍କ ପରେ ଉପାସନା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଧୀରେ ଧୀରେ ପାଖେଇ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ବଢୁଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିବଙ୍ଗତ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର…