ଚେର୍ନାବିଲ ଆଣବିକ ଦୁର୍ଘଟଣା: ବୈଜ୍ଞାନିକଙ୍କ ପାଇଁ ବଂଚିବାର ଆଶା ସଂଚାର କଲେ କୁକୁର
କୀଭ: ୧୯୮୬ରେ ଚେର୍ନାବିଲରେ ଭୟଙ୍କର ଆଣବିକ ଦୁର୍ଘଟଣା ଘଟିଥିଲା । ୩୫ ବର୍ଷ ବିତିବା ପରେ ଏହି ଦୁର୍ଘଟଣା ନିକଟରେ ଘଟିଥିବା ସ୍ଥାନରେ ଜୀବିତ କୁକୁର ବୈଜ୍ଞାନିକମାନଙ୍କୁ ଏହାର ମୁକାବିଲା କରିବା ଆଶା ସଂଚାର କରିଛି । ସାଇନ୍ସ ଆଡଭାନ୍ସସେଜ ପତ୍ରିକାରେ ଏ ସମ୍ପର୍କୀତ ଲେଖା ପ୍ରକାଶ ପାଇଛି ।…