Latest Odisha News

BREAKING NEWS

ସିବିଆଇ ଓ ଇଡିର ଦୁରୁପଯୋଗ ଅଭିଯୋଗରେ ୯ ବିରୋଧୀ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଦସ୍ତଖତ କଲାନି କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତାମାନଙ୍କୁ ଫସାଇବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଦୁରୁପଯୋଗ ହେଉଛି। ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳର ନେତା।  ଯେଉଁ ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିର ଯୋଗ ଦେଉଛନ୍ତି ସେମାନଙ୍କ…

‘ଗାଈକୁ ହତ୍ୟା କଲେ ନର୍କରେ ସଢ଼ିବ’ ମୁସଲମାନ ବିଚାରପତି କହିଲେ ବ୍ୟାନ ହେଉ ଗୋହତ୍ୟା

ଆହ୍ଲାବାଦ: ଗୋହତ୍ୟାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ ହିନ୍ଦୁ ଧର୍ମଗ୍ରନ୍ଥକୁ ଆଧାର କରି କହିଛନ୍ତି ଯେ ଗାଈକୁ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ସଢ଼ିବେ । ଖଣ୍ଡପୀଠ, କେନ୍ଦ୍ର ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗାଈକୁ…

‘ବୁଲା କୁକୁରଙ୍କୁ ଆସାମ ପଠାଇଦିଅ, ସେଠାକାର ଲୋକ ଖାଆନ୍ତି’ ବିବାଦୀୟ ବୟାନ ଦେଲେ ବିଧାୟକ

ମୁମ୍ବାଇ: ବୁଲା କୁକୁରଙ୍କୁ ଆସାମ ପଠାଇଦିଅ । ସେଠାରେ ବହୁତ ଚାହିଦା ଅଛି । କାରଣ ସେଠାକାର ଲୋକ ବୁଲା କୁକୁର ମାଂସ ଖାଆନ୍ତି । କିଛି ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଧାୟକ । ମହାରାଷ୍ଟ୍ରର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟି ମୁଖ୍ୟ ବଚୁ କାଦୁ କହିଛନ୍ତି ଯେ ଆସାମର ଲୋକ କୁକୁର…

ବାଲୁକାକଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ଏହି ବାଲୁକାକଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ…

ଏସବୁ କଥାକୁ ଦିଅନ୍ତୁ ଗୁରୁତ୍ୱ, ଶାଶୁ-ବୋହୂ ସମ୍ପର୍କରେ ଆସିଯିବ ସୁଧାର

ଆପଣଙ୍କ ବୋହୂ ଆପଣଙ୍କ କଥା ଶୁଣୁନାହିଁ କି କିମ୍ବା ଆପଣଙ୍କ ଶାଶୁ ଆପଣଙ୍କ ଉପରେ ସବୁବେଳେ ରାଗୁଛନ୍ତି କି? ସବୁବେଳେ ଛୋଟମୋଟ କଥାକୁ ନେଇ ଆପଣଙ୍କ ଘରେ ଝଗଡା ହେଉଛି କି? ଆପଣ କଣ ଚାହୁଁଛନ୍ତି ସିଏ ବୁଝିପାରୁନାହାନ୍ତି କି? ଏହା ଦ୍ୱାରା ପରିବାରରେ ସବୁବେଳେ ମନୋମାଳିନ୍ୟ ରହୁଛି କି? ଯଦି ହଁ,…

ମାତ୍ର ୪ମିନିଟରେ ଚିହ୍ନିଲେ ୧୯୭ଦେଶର ଜାତୀୟ ପତାକା

ଚେନ୍ନାଇ: ବୟସ ମାତ୍ର ୩ବର୍ଷ । ହେଲେ ହେଲେ ମନେ ରଖିବାର ଶକ୍ତି ଅପାର । ସେଥିପାଇଁ ତ ଏତେ କମ୍ ବୟସରୁ ତାଙ୍କ ନାଁ ରହିଛି ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ । ମାତ୍ର ୪ମିନିଟରେ ଜାତୀୟ ପତାକା ଚିହ୍ନି ୧୯୭ଦେଶର ନାଁ କହିଲେ ଦର୍ଶନ । ସସିରେଖା ଏବଂ ଭରତଙ୍କ ପୁତ୍ର ଦର୍ଶନ ତାମିଲନାଡୁରେ…

୩ ବର୍ଷ ପାଇଁ ଇଲେକ୍ଟ୍ରିକ ଗାଡି ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନର ବିକ୍ରି ଓ ବ୍ୟବହାରକୁ ବଢାଇବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମୁତାବକ ଇଲେକ୍ଟ୍ରିକ ଗାଡି କିଣିଲେ ତିନି ବର୍ଷ ପାଇଁ ରୋଡ଼ ଟ୍ୟାକ୍ସ ଓ ରେଜିଷ୍ଟ୍ରେସନ ଶୁଳ୍କ ହଟାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।…

ବିଜୁ ପଟନାୟକଙ୍କ ଜୟନ୍ତୀରେ ଡାକୋଟା ବିମାନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଆଜି ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କର ଜନ୍ମ ବାର୍ଷିକୀ। ଏଥିପାଇଁ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଜୁ ବାବୁଙ୍କ ସ୍ମୃତିରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଥିବା ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି…

୧୬ ବର୍ଷ ବୟସରେ ହରାଇଲେ ଶୁଣିବା କ୍ଷମତା, ପ୍ରଥମ ପ୍ରୟାସରେ ପାଇଲେ ଆଇଏଏସ

ନାଗପୁର: ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖନ୍ତି । ତେବେ ବହୁତ କମ ଛାତ୍ରଛାତ୍ରୀ ପ୍ରଥମ ପ୍ରୟାସରେ ସଫଳତା ପାଇଥାନ୍ତି ଓ ପ୍ରଥମ ଦଶ ଜଣଙ୍କ ଭିତରେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ ବାବଦରେ…

ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର; ଆସନ୍ତା ୧୦ତାରିଖରୁ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ତତ୍ପର ଶିକ୍ଷା ବିଭାଗ। ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ଯେମିତ କୌଣସି ତ୍ରୁଟି ନ ହୁଏ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗତକାଲି…