Latest Odisha News

BREAKING NEWS

ଜାରୋଲି-ଯଖପୁରା ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ…

୩୮ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଆଉ ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୫ ସହରରେ ପାରଦ ୩୮ ଡିଗ୍ରୀ ଉପରେ ରହିଛି । ୩୮.୮ ଡିଗ୍ରୀ ତାପମାତ୍ରା ସହ ତାଳଚେର ରାଜ୍ୟର ଉତ୍ପତ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଅନୁଗୁଳରେ ତାପମାତ୍ରା ୩୮.୧…

ହାଇଦ୍ରାବାଦରେ ବିଦାୟକାଳୀନ ମ୍ୟାଚ ଖେଳିଲେ ସାନିଆ

ହାଇଦ୍ରାବାଦ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ରବିବାର ହାଇଦ୍ରାବାଦର ଲାଲ ବାହାଦୂର ଟେନିସ ଷ୍ଟାଡିୟମରେ ବିଦାୟକାଳୀନ ମ୍ୟାଚ ଖେଳିଥିଲେ । ଏଠାରୁ ସେ ତାଙ୍କ ଟେନିସ କ୍ୟାରିୟର ଆରମ୍ଭ କରିଥିଲେ । ଗତ ମାସରୁ ସେ ଟେନିସରୁ ଅବସର ଘୋଷଣା କରି ସାରିଛନ୍ତି । ଦୁବାଇ ଓପନ ଟେନିସ ତାଙ୍କର ଶେଷ…

ପୁରୀରେ ପାଳିତ ହେଲା ଜନ ନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ

ପୁରୀ: ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ପୁରୀ ବିଜୁ ଜନତା ଦଳ ତରଫରୁ ୪ ଶହ ବିଜେଡ଼ି କର୍ମୀଙ୍କୁ ନେଇ ୫ କିମି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିକୁ ପ୍ରାକ୍ତନ ବାଚସ୍ପତି  ମହେଶ୍ୱର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ…

ଡବ୍ଲ୍ୟୁପିଏଲ: ବାଙ୍ଗାଲୋରକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬୦ ରନରେ ଶୋଚନୀୟ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୨ ୱିକେଟ ହରାଇ ୨୨୩ ରନ କରିଥିଲା । ଶେଫାଳୀ ବର୍ମା ୮୪(୪୫…

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିଲା ବିଜେପି

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି ଓଡ଼ିଶା ପ୍ରଦେଶ ।…

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ନେଇ ପିଏମ୍ ମୋଦିଙ୍କୁ ୮ଟି ବିରୋଧୀ ଦଳର ଚିଠି, କଂଗ୍ରେସ ଚୁପ୍  

ନୂଆଦିଲ୍ଲୀ: ଇଡି, ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିରପେକ୍ଷ ହୋଇ କାମ କରୁନାହାଁନ୍ତି । କେନ୍ଦ୍ର ସରକାରଙ୍କ ହାତବାରିସୀ ହୋଇ କାମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ନେଇ ରାଜନୀତି…

ବନ୍ଧାହେଲେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଶଳା, ଭିଣୋଇ

ସୁବର୍ଣ୍ଣପୁର: ନାବାଳିକା ଅପହରଣ ମାମଲାରେ ଗିରଫ ହେଲେ ଶଳା, ଭିଣୋଇ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ସମ୍ପର୍କରେ ଶଳା, ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ତରଭା ଥାନା ଦେଉଳପଦର ଗାଁର ବିନୟ ବାଗ ଓ ଭିଣୋଇ ବୌଦ୍ଧ ମନମୁଣ୍ଡା ଥାନା ଅନ୍ତର୍ଗତ ବିଶ୍ୱଜିତ୍…

ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଝାରସୁଗୁଡା : ରାସ୍ତା ମଝିରେ ଜଳୁଛି ୧୦ ଚକିଆ ଟ୍ରକ । ଅଳ୍ପକେ ଜୀବନ ବଞ୍ଚିଗଲା ଡ୍ରାଇଭର ଓ ହେଲପରଙ୍କର । ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବଡବାହାଲ ସମାସିଂହା ରାସ୍ତା ମଝିରେ ଜଳୁଛି ୧୦ ଚକିଆ ଟ୍ରକ  । ଆଉ ଅଳ୍ପକେ ଜୀବନ ବଞ୍ଚିପାରିଛି ଡ୍ରାଇଭର ଓ ହେଲପରର। ତେବେ…

ବିଜୁ ଏକ୍ସପ୍ରେସ ୱେ କେବଳ ରାସ୍ତା ନୁହେଁ ଜୀବନରେଖା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଫୋକସ୍‌ରେ ପଶ୍ଚିମ ଓଡ଼ିଶା । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ସଡ଼ିଶା ବିକାଶରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ  । ବରଗଡ଼ ସୋହେଲା ଘେଁସଘେଁସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।…