Latest Odisha News

BREAKING NEWS

ଭାରତୀୟ ଅକାଶରେ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲେ ବିଏସଏଫ,ଡ୍ରୋନରୁ ମିଳିଲା ହେରୋଇନ

ଗୁରଦାସପୁର: ଭାରତରେ ପୁଣି ନୂଆ ଚାଲ ଖେଳୁଛି ପାକିସ୍ଥାନ । ଡ୍ରୋନରେ ହେରୋଇନ ପଠାଇବାର ଚକ୍ରାନ୍ତ କରୁଛି ପାକିସ୍ଥାନ । ପଞ୍ଜାବ ଗୁରଦାସ ପୁରରେ ବିଏସଏଫ ଯବାନ ମାନେ ଏକ ଡ୍ରୋନକୁ ମାରି ଖସାଇ ଦେଇଛନ୍ତି । ଏଥିସହିତ ଏଥିରେ ଥିବା ହେରୋଇନ ଜବତ କରିଛି । ଶନିବାର ରାତି ପ୍ରାୟ ୯ଟାରେ ଭାରତ-ପାକ…

ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର: ଏତଲା ରଖିବାକୁ ୯ ମାସ ବିତିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୧ ଦିନ ତଳେ ପୋଲିସ ଏତଲା କରିଛି । ଶାସକ ଦଳରେ ସମସ୍ତେ ସ୍ୱଚ୍ଛ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ…

ଦଳୀୟ ନାଁ ଓ ସଙ୍କେତ କିଣିବା ଘଟଣାକୁ ନେଇ ବଡ ଖୁଲାସା: ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଥିବା କହିଲେ ସଞ୍ଜୟ ରାଉତ

ମ୍ବାଇ: ନିର୍ବାଚନୀ ଚିହ୍ନ ଏବଂ ଦଳର ନାମକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପଡୁଛି ଉଠୁଛି । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶିବସେନା ନିର୍ବାଚନ ଚିହ୍ନ ଧନୁତୀରକୁ ନେଇ  ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା  ସଞ୍ଜୟ ରାଉତ ରବିବାର…

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ; ବର୍ଷକ ଭିତରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ବରଗଡ଼: ନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ବରଗଡ଼ ଝାରବନ୍ଧରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷେ…

ନିକ୍କି ଯାଦବ ହତ୍ୟା ଘଟଣା: ଷଡଯନ୍ତ୍ରରେ ସାମିଲ ଥିଲେ ଦିଲ୍ଲୀ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ, ନିକ୍କିର ହତ୍ୟା ୫ଜଣ ମିଶି କରିଥିଲେ । ଏହି ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଜଣେ ପୋଲିସ କର୍ମଚାରୀ । ଏହି ପୋଲିସ କର୍ମଚାରୀଜଣକ ଦିଲ୍ଲୀ ପୋଲିସର କନେଷ୍ଟବଲ ।…

ମହିଳା ପ୍ରିମିୟର ଲିଗ୍‌ରେ ସ୍ମୃତି ମନ୍ଧାନା RCB କ୍ୟାପ୍ଟେନ୍; ଘୋଷଣା କଲେ ବିରାଟ ଓ ଡୁପ୍ଲେସିସ୍

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌(WPL)ରେ ରୟାଲ ଚ୍ୟାଲେଞ୍ଜର୍ସ(RCB) ବାଙ୍ଗାଲୋର ଅଧିନାୟକ ହେବେ ସ୍ମୃତି ମନ୍ଧାନା। ଏନେଇ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ସୂଚନା ଦିଆଯାଇଛି। ଏହି ଭିଡିଓରେ ଆଇପିଏଲ୍‌ରେ RCBର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ଓ ବର୍ତ୍ତମାନ…

ଇସିଙ୍କ ନିର୍ଦ୍ଦେଶ ବିରୋଧରେ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଉଦ୍ଧବ ଠାକରେ

ମୁମ୍ବାଇ: ଗତ ଶୁକ୍ରବାର ନିର୍ବାଚନ କମିଶନ ଏକନାଥ ସିନ୍ଦେଙ୍କ ଦଳକୁ ପ୍ରକୃତ ଶିବସେନା କହିବା ସହ ଦଳୀୟ ନାଁ ଓ ଧନୁ ତୀର ଚିହ୍ନ ସିନ୍ଦେଙ୍କ ଟିମ୍ ବ୍ୟାବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେପି ଓ ସିନ୍ଦେଙ୍କ ପକ୍ଷରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ଉଦ୍ଧବ…

ଆଜି ମୁଁ ଗିରଫ ହୋଇପାରେ: ସିବିଆଇ ସମନ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।  ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ଗତକାଲି ସିବିଆଇ ତାଙ୍କୁ ଏକ ସମନ ଜାରି କରି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲା। ହେଲେ ସେ ବଜେଟ୍ କାରଣରୁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି ସୂଚନା…

ଜାଗର ଦେଖି ଫେରିବା ବେଳେ ଅଟୋକୁ ଧକ୍କା ଦେଲା ହାଇୱା, ଚାଲିଗଲା ୩ ଜୀବନ

ଅନୁଗୋଳ : ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା  । ଚାଲିଗଲା ୩ ଜୀବନ । ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ୩ ଜଣକ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ…

ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ !

ନୟାଗଡ଼:  ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ ! ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରୁ। ମୃତ ଦିବ୍ୟାଙ୍କ ପୁଅର ବୟସ ୩୭। ତାଙ୍କ ନାଁ ବିଜୟ ପ୍ରଧାନ। ମିଳିଥିବା ଖବର ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କ ଅଟୋ ଚଳାଇ ରୋଜଗାର କରୁଥିଲେ।…