Latest Odisha News

BREAKING NEWS

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ଅନୁରୋଧ ଗ୍ରହଣ କଲା ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରବିବାର ହାଜର ହେବା ପାଇଁ ସମନ ପଠାଇଥିଲା । ତେବେ ଦିଲ୍ଲୀର ବଜେଟ ପାଇଁ ସିସୋଡିଆ ଏଥିପାଇଁ ସପ୍ତାହେ ସମୟ ମାଗିଥିଲେ । ରବିବାର ସିବିଆଇ ସିସୋଡିଆଙ୍କ ଏହି ଅନୁରୋଧ ଗ୍ରହଣ କରିଛି । କେଉଁ ତାରିଖରେ…

ପଦ୍ମପୁର ପ୍ରତିଶ୍ରୁତିକୁ ନେଇ ନବୀନ, ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା, ଜୟନାରାୟଣ ଓ ପୋଲିସ ଧସ୍ତାଧସ୍ତିକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ରାଜନୀତି ଉଷ୍ଣ ରହିଥିବା ବେଳେ ଆଜି ରାଜନୀତିର ନିଆଁରେ ଘିଅ ଢାଳିଛି ପଦ୍ମପୁର । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର…

ସନ୍ତୋଷ ଟ୍ରଫି ଫୁଟବଲ: କର୍ଣ୍ଣାଟକ ସହ ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଚଳିତ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ଶେଷ ଲିଗ ମ୍ୟାଚ କର୍ଣ୍ଣାଟକ ସହ ୨-୨ରେ ଡ୍ର ରଖିଛି । ମ୍ୟାଚର ୧୭ତମ ମିନିଟରେ କର୍ଣ୍ଣାଟକ ଗୋଲ ସ୍କୋର କରି ୧-୦ର ଅଗ୍ରଣୀ ହାସଲ କରିଥିଲା । ତେବେ ଏହା ପରେ ପ୍ରବୀଣ ଟିଗା (୨୧ତମ) ଓ ଚନ୍ଦ୍ର ମୁଦୁଲି (୩୬ତମ) ଗୋଲ ସ୍କୋର…

ରଣଜୀ ଟ୍ରଫି କ୍ରିକେଟ: ବେଙ୍ଗଲକୁ ହରାଇ ଚାମ୍ପିୟନ ହେଲା ସୌରାଷ୍ଟ୍ର

କୋଲକାତା: ବେଙ୍ଗଲକୁ ୯ ୱିକେଟରେ ହରାଇ ସୌରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ହୋଇଛି । ଜୟଦେବ ଉନାଡକଟଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ଏହି ସଫଳତା ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବି…

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବଳକା ୨ଟି ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସିରିଜ ପାଇଁ କୌଣସି ପରିବର୍ତନ କରାଯାଇ ନ ଥିବା ବେଳେ ଦିନିକିଆ ଟିମରେ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ବଦଳରେ…

ପୁଣି କଙ୍ଗାରୁକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଏଥିସହ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପ୍ରବେଶରେ ଆହୁରି ନିକଟତର ହୋଇଛି । ବିଜୟ ଯୋଗୁ ଭାରତ କ୍ରିକେଟର ୩ ଫର୍ମାଟରେ…

ଜେଲରେ କଏଦୀ ପଢ଼ିବେ ଗୀତା ଭାଗବତ

ଭୁବନେଶ୍ୱର : ଏବେ କଏଦୀ ପଢ଼ିବେ ଗୀତା ଭାଗବତ । କଏଦୀଙ୍କ ମାନସିକ ସ୍ଥିତିରେ ସୁଧାର ପାଇଁ ଏମିତି ଅଭିନବ ପଦକ୍ଷେପ ନିଆଯାଇଛି। ପବିତ୍ର ମହାଶିବରାତ୍ରି ଅବସରରେ ଏହାର ଶୁଭାରମ୍ଭ ଝାରପଡ଼ା ସ୍ୱତନ୍ତ୍ର କାରାଗାରରୁ ହୋଇଛି। ଇସ୍କନ ମନ୍ଦିରରୁ ୨୭ ଜଣିଆ ଟିମ୍ ଝାରପଡ଼ା ଜେଲକୁ ଯାଇଥିଲେ । ସେଠାରେ…

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ବରୀ : ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା । ୧୬ ବର୍ଷର ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଗତ ୧୭ ତାରିଖ ସନ୍ଧ୍ୟା ସମୟରେ ନାବାଳିକା ନିଜ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଅପହରଣ କରି ବଳାତ୍କାର କରିଥିଲା । ଏଭଳି ଘଟଣା ବରୀ ଜିଲ୍ଲା ବାଇଁଶିରିଆ…

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲ୍ର ଏହାର ତୀବ୍ରତା ୩.୮ ଥିବା ଜଣାଯାଇଛି। ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି। ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ପୂର୍ବତନ ପାକ ମନ୍ତ୍ରୀଙ୍କ ବଡ ବୟାନ: ଟିଟିିପି ଆତଙ୍କୀଙ୍କୁ ଦେଶରେ ଥଇଥାନ କରିବାକୁ ଚାହୁଁଥିଲେ ପୂର୍ବତନ ଆର୍ମି ଚିଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର ରାଜନେତା ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଅଭିଯୋଗ ଆଣି କହିଛନ୍ତି ପୂର୍ବତନ ସେନାମୁଖ୍ୟ କମର ଜାବେଦ ବାଜବା ଦେଶରେ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିବା ତହରିକ-ଏ-ତାଲିବାନ (ଟିଟିପି) ସଦସ୍ୟଙ୍କୁ…