Latest Odisha News

BREAKING NEWS

ଅନୁବାଦ କବିତା : ତୁମ ପାଇଁ

ମୂଳ ବାଂଲା : ମହାଦେବ ସାହା  ତୁମ ପାଇଁ ମୁଁ ଜିତିଛି ଏକ ଯୁଦ୍ଧ ଜିତିଛି ଗୋଟିଏ ଦେଶର ସ୍ଵାଧୀନତା ତୁମ ହସ, ତୁମ ମୁହଁର ସବୁ କଥା ସେଇ ନିର୍ଜନ ଦୂର ବିଦେଶରେ ସେମାନେ ଥିଲେ ମୋର ସହଚର ଥିଲା କେତେ ନିବିଡ଼ତା । ଅସ୍ତ୍ର ବା ଯୁଦ୍ଧ ଜାହାଜ ଏସବୁ କିଛି ନଥିଲା ମୋ ହାତରେ କେବଳ…

ପୋଲିସ୍ ହେପାଜତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି, ସଂସଦକୁ ଉତ୍ତର ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପୋଲିସ୍ ହେପାଜତରେ ୬୫୦ ରୁ ଅଧିକ ମୃତ୍ୟୁ ଘଟିଛି। ସଂସଦକୁ ଲିଖିତ ଉତ୍ତରରେ ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୬୬୯ ଟି ପୋଲିସ ହେପାଜତରେ…

ଗୁଜରାଟ ଯିବା ବେଳେ ବିମାନ ବନ୍ଦରରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ମନ ଖୋଲା ହସ

ଝାରସୁଗୁଡା (କେ ରୋଷନ ପୃଷ୍ଟି): ନିଜ ଖବର ଯେକେହି ଯେତେବେଳେ ଟିଭି କିମ୍ବା ଖବରକାଗଜରେ ଦେଖନ୍ତି ସେତେବେଳେ ଖୁସି ହେବା ସ୍ବାଭାବିକ। କିନ୍ତୁ ଯଦି ସଂପୃକ୍ତ ବ୍ୟକ୍ତି ସେ କରିଥିବା ଅପରାଧ ବାବଦରେ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ ତାହେଲେ କିପରି ଲାଗିବ? ମାନବୀୟ…

ଡିଜିଟାଲ ମାର୍କେଟିଂ ଜରିଆରେ ରୋଜଗାର ଆଶା ଦେଖାଇ ଯୁବତୀଙ୍କଠୁ ୨୭ ଲକ୍ଷ ଲୁଟ୍

ଭୁବନେଶ୍ୱର: ଡିଜିଟାଲ ମାର୍କେଟିଂ ବାହାନାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ବିଭିନ୍ନ କିସ୍ତିରେ ୨୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକମାନେ। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଚାକିରି ପାଇଁ ନକରି ଡଟ୍ କମ ଓ୍ବେବସାଇଟରେ ନାମ ପଞ୍ଜିକରଣ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ସମ୍ଭାବୀ ପୁରସ୍କାର ପାଇବେ ଡ. ଏମଡି ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର: ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ୨୦୨୩ ବର୍ଷ ଲାଗି ସମ୍ଭାବୀ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ସମାଜସେବୀ ତଥା ଗୁଟଖା ମୁକ୍ତ ଅଭିଯାନ ଚଳାଇଥିବା ଡ. ଏମଡି ଇମ୍ରାନ ଅଲ୍ଲୀଙ୍କୁ ସମ୍ଭାବୀ ପୁରସ୍କାର ମିଳିବ । ଇମ୍ରାନ ଅଲ୍ଲୀ ଦୀର୍ଘ ଦିନ ଧରି ଗୁଟଖା ମୁକ୍ତ…

ଓକେସିଏଲର ବାର୍ଷିକ ଉତ୍ସବ-୨ଠ୨୩

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨ଠ୨୩", କିମ୍᠎᠎ସ ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ସମାରୋହରେ ୪୫ଠରୁ ଉର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଉର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ…

ଅଟୋରେ ଚାଲାଣ ହେଉଥିଲା ବ୍ରାଉନ ସୁଗାର, ମାଡ଼ି ବସିଲା ପୋଲିସ

ଖୋର୍ଦ୍ଧା: ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଟାଉନ୍ ପୁଲିସ ବୁଧବାର ୫୬ ଲକ୍ଷ ଟଙ୍କା ମୂଲ୍ୟର ୫୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ବିବାଦ ଭିତରେ ବାଉନ୍ସ ବ୍ୟାକ କଲେ କି ଗୌତମ ଆଦାନୀ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଥିବା ବିଜନେସ ଟାଇକୁନ ଗୌତମ ଆଦାନୀ ବାଉନ୍ସ ବ୍ୟାକ କଲେ କି? ଏଭଳି କହିବାର କାରଣ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭଲ ଅଭିବୃଦ୍ଧି ଦେଖିଛି। ମାତ୍ର ୨୭୦ ମିନିଟରେ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଏଣିକି ଶୁକ୍ରବାର ଖଦି, ଶନିବାର ବିଦ୍ୟୁତ୍‌ ଗାଡ଼ି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଶୁକ୍ରବାର ଖଦି ପୋଷାକ ଏବଂ ଶନିବାର ବିଦ୍ୟୁତ୍‌ ଚାଳିତ ଗାଡ଼ି ଧରି କ୍ୟାମ୍ପସକୁ ଆସିବେ। କ୍ୟାମ୍ପସକୁ…