Latest Odisha News

BREAKING NEWS

ପୁସ୍ତକ ପରିଚୟ : ଚର୍ଚ୍ଚିତ ଗଳ୍ପ ସମ୍ଭାର

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଗଳ୍ପ ସଙ୍କଳନ : ଚର୍ଚ୍ଚିତ ଗଳ୍ପ ସମ୍ଭାର ଗାଳ୍ପିକ ଯଦୁନାଥ ଜେନା, ଶାଳପଡ଼ା, କେନ୍ଦୁଝର ପ୍ରକାଶକ ‐ ଓମ୍ ସାଇ ପବ୍ଲିକେଶନ୍ସ, ବାଙ୍କା ବଜାର, କଟକ ପୃଷ୍ଠା ‐ ୧୫୨, ମୂଲ୍ୟ ‐ ଟ୧୨୦/- ଉଣେଇଶଟି ଗପକୁ ନେଇ ଅନୁଭବୀ କଥାକାର ଯଦୁନାଥ ଜେନାଙ୍କ…

ରାକ୍ଷୀଙ୍କ ପତି ଆଦିଲ ଗିରଫ

ମୁମ୍ବାଇ: ବଲିଉଡରେ ମାତ୍ରାଧିକ ଡ୍ରାମା ରଚୁଥିବା ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଖାନ ଦୁରାନୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ଓସିସ୍ୱାରା ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ଗିରଫ କରାଯାଇଛି ତାହା ପୋଲିସ ପକ୍ଷରୁ…

କବିତା : ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ  ମରିଗଲା ପରେ ମଶାଣିରେ ଜଳି ଯଦି ମୁଁ ପାଉଁଶ ହୁଏ ପବନରେ ଉଡ଼ି ତଥାପି କହିବି ମୁଁ ତୁମକୁ ଭଲ ପାଏ ।। ଜଳି ଜଳି ଦେହ ପାଉଁଶ ହୋଇବ ମିଶିଯିବ ଯେବେ ଭୂଇଁରେ ତଥାପି ଏ ମନ ଝୁରିବ ତୁମକୁ ପାଇବାକୁ ତା ପାଖରେ ।। ଦେହ କି ଜଳିଲେ ପ୍ରେମ ସରି…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଂଚ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫିଂଚ ଅଷ୍ଟ୍ରେଲିଆ ୨୦୧୧ ଟି୨୦ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । ଏହି ଫର୍ମାଟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ୨୦୨୨ ଟି୨୦…

ପରପାରିରେ ସାହିତ୍ୟିକା ନିର୍ମଳପ୍ରଭା ନାୟକ

ଭୁବନେଶ୍ୱର : ଚିର ନିଦ୍ରାରେ ବିଶିଷ୍ଟ ସାହିତ୍ୟିକା ନିର୍ମଳପ୍ରଭା ନାୟକ। କିଛିଦିନ ଧରି ସେ ବାଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତା ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସାୟାହ୍ନର…

ମୋହନ ଭାଗବତଙ୍କ ବୟାନ ନେଇ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ସମାଜରେ ଜାତି ପ୍ରଥା ବ୍ରାହ୍ମଣଙ୍କ ଦ୍ୱାରା ସୃଷ୍ଟି ବୋଲି ବୟାନ ଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନ ନେଇ ଆଜି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଭଗବତ…

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ ବ୍ରୋଞ୍ଜ

ଭୋପାଳ: ଚଳିତ ଖେଲୋ ଇଣ୍ଡିଆ ୟୂଥ ଗେମ୍ସରେ ଓଡିଶା ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ସୋମବାର ମହିଳା ୱେଟଲିଫ୍ଟିଂରେ ଜ୍ୟୋତ୍ସ୍ନା ଶବର ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୪୦ କେଜି ବିଭାଗରେ ୧୧୮ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଏହି ବିଭାଗରେ ପ୍ରୀତିସ୍ମିତା…

ପ୍ରଥମ ଏନ୍‍ବିଏ ମାନ୍ୟତାପ୍ରାପ୍ତ ପଲିଟେକନିକ ମଧ୍ୟରେ କିଟ୍‍ ପଲିଟେକନିକ୍‍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍‍ନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନ୍‍ (ଏନ୍‍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍‍ନିକ୍‍ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । ଏନ୍‍ବିଏ ପକ୍ଷରୁ କିଟ୍‍ ପଲିଟେକ୍‍ନିକର ୩ଟି…

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା: କ୍ୱାର୍ଟରରେ ଓଡିଶା ମହିଳା ଦଳ

ପୁରୀ : ଓଡିଶା ମହିଳା ଦଳ ଚଳିତ ସର୍ବ ଭାରତୀୟ ସଫ୍ଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ପ୍ରି କ୍ୱାର୍ଟର ମ୍ୟାଚରେ ଓଡିଶା ୯-୦ ସ୍କୋରରେ ହିମାଚଳପ୍ରଦେଶକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି । ଅନ୍ୟ ପ୍ରିକ୍ୱାର୍ଟର ମ୍ୟାଚଗୁଡିକରେ କେରଳ ୮-୧ରେ…