Latest Odisha News

BREAKING NEWS

ରାସ୍ତା ପାଇଁ ଦହଗଞ୍ଜ, ଭାରରେ ବୁହା ହେଲେ ପ୍ରସୂତି ଓ ନବଜାତ

କୋରାପୁଟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକଙ୍କ ପାଖରେ ରାସ୍ତା ପହଞ୍ଚି ପାରିନି । ଆଉ ରାସ୍ତା ନ ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ଠିକ୍ ସମୟରେ ପାଇ ପାରୁ ନାହାଁନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ଼ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ଗାଁର ସମ୍ବାରୁ…

ବିଜୟ ଶଙ୍କରଙ୍କ ବିରୋଧରେ ଏତଲା, ସୋମାଲିକାଙ୍କ ବୟାନର ଭିଡିଓ ଗ୍ରାଫି କଲା ପୋଲିସ

ଜଗତସିଂହପୁର: ସାନି ଏତଲା ପରେ ଆକ୍ସନ ମୋଡରେ ପୋଲିସ । ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶଙ୍କ ସାନି ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ପୋଲିସ ଅଭିଯୋଗ ଆଣିଥିବା ସୋମାଲିକାଙ୍କୁ ପଚରାଉଚରା କରିବା ସହ ବୟାନର ଭିଡିଓ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ପୁସ୍ତକକୁ ରୋକ ଲଗାଇଲା ଆମାଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ପୁସ୍ତକ ମୋଦି ଆଣ୍ଡ ମିକୁ ବ୍ୟାନ କରିଛି ଆମାଜନ । ସୌରଭ ଦତଙ୍କ ଏହି ପୁସ୍ତକ ହିନ୍ଦୁତ୍ୱ ଉପରେ ଆଧାରିତ ହୋଇଥିବାରୁ ବ୍ୟାନ କରାଯାଇଛି ବୋଲି ଯୁକ୍ତି ବାଢ଼ିଛି ଆମାଜନ । ସୌରଭ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଟୁଇଟ…

କିଏ ଏହି ଗବେଷକ ? ତୁର୍କି ସମେତ ୪ ଦେଶରେ ଭୂମିକମ୍ପ ହେବା ନେଇ ସତର୍କ କରାଇଥିଲେ

ନୂଆଦିଲ୍ଲୀ: ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଏବେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ଭୟଭୀତ କରାଇ ଦେଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ଭୂମିକମ୍ପ ନେଇ ଜିଓଲୋଜିକାଲ ଇନଷ୍ଟିଚ୍ୟୁଟର…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ଅଶ୍ୱୀନ-ଲିୟନଙ୍କ ମଧ୍ୟରେ ସ୍ପିନରଙ୍କ ଭୂସ୍ୱର୍ଗରେ କିଏ ସାଜିବ ନାୟକ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃୟାରୀ ୯ରୁ ଆରମ୍ଭ ହୋଇଯିବ । ପ୍ରଥମ ଟେଷ୍ଟ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜ ଜିତିବା ଜରୁରୀ ହୋଇପଡିଛି । ଭାରତୀୟ…

ନବ ଦାସଙ୍କୁ ହତ୍ୟା ପାଇଁ ହୋଇଛି ବଡ଼ ଷଡ଼ଯନ୍ତ୍ର: ସାଲୁଜା

ଭୁବନେଶ୍ୱର: ଖାକି ମାରିଲା, ଖାକି ତଦନ୍ତ କରୁଛି । ନବ ଦାସଙ୍କ ହତ୍ୟାକାରୀକୁ ଧରାଯିବ ନାହିଁ । କାଗଜପତ୍ରରେ ତଦନ୍ତ ସରିଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି. ଆମେ ପ୍ରଥମ…

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ମାମୁ ଅମୀରଙ୍କ ପରେ ଏବେ ଭଣଜା ଇମ୍ରାନ ବି ପଡିଛନ୍ତି ପ୍ରେମରେ

ମୁମ୍ବାଇ: ଅମୀର ଖାଁଙ୍କ ପରେ ଏବେ ତାଙ୍କ ଭଣଜା ଇମ୍ରାନ ଖାଁ ମଧ୍ୟ ପ୍ରେମରେ ପଡିଛନ୍ତି । ଇମ୍ରାନ ବଲିଉଡରେ ନିଜ ସ୍ଥିତି ଜାହୀର କରିଥିଲେ ମଧ୍ୟ ହଠାତ ବଲିଉଡରୁ ଦୂରେଇ ଯାଇଥିଲେ । ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ ଦୂରତା ଅବଲମ୍ବନ କରିଥିଲେ । ତେବେ ଦୀର୍ଘ ଦିନ ପରେ ଇମ୍ରାନଙ୍କୁ ଲେଖା…

କବିତା : ଘର ମୋର ସ୍ୱର୍ଗ

ନିରୂପମା ପତି ସରଗ ଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀ ର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶ ଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ,…

କ୍ୱେଟା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଟିଟିପି

କ୍ୱେଟା: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନର କ୍ୱେଟାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୫ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେହରିକ ଇ ତାଲିବାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆହତଙ୍କ ମଧ୍ୟରେ ଅଧିକାଂଶ ପୋଲିସ କର୍ମୀ ରହିଛନ୍ତି । ସେମାନଙ୍କୁ ସ୍ଥାନୀୟ…