Mohammed Moquim: ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ ମହମ୍ମଦ ମୋକିମ୍
କଟକ: ନୂଆ ଦଳ ଲଞ୍ଚ କରିବା ନେଇ ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍ । ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ । ଏହା ସହ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କହିଲେ ବୋଲି ମୋକିମ୍ ଘୋଷଣା କରିଛନ୍ତି ।
ମୋକିମ୍ ପୂର୍ବରୁ ସ୍ପଷ୍ଟ…