Latest Odisha News

BREAKING NEWS

ମୃତ ହିତାଧିକାରୀଙ୍କ ନାଁ ରେ କିଏ ନେଉଛି ଭତ୍ତା ଟଙ୍କା ?

ଯାଜପୁର: ଭତ୍ତା କେଳେଙ୍କାରୀକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଜୀବିତ ହିତାଧିକାରୀଙ୍କ ଭତ୍ତା ଟଙ୍କା ଗାଏବ। ଭୂତ ଉଠାଉଛନ୍ତି ଭତ୍ତା ଟଙ୍କା। ବର୍ଷ ବର୍ଷ ଧରି ଚାଲିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା। ଏଠି ସତସତିକା ଭୁତ ଆସି ଭତା ଟଙ୍କା ହଡ଼ପ କରୁନାହାନ୍ତି ବରଂ କେତେକ ଦୁର୍ନୀତି ଗ୍ରସ୍ତ…

ଟଏଲେଟ ସହ ଯୋଡି ଦିଆଗଲା ହ୍ୟାଣ୍ଡ ୱାଶ୍ ବେସିନ୍, ଫଟୋ ଭାଇରାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟ ଯେତେ ଗଡୁଛି ଆଗାମୀ ଭବିଷ୍ୟତ ଏକ ଭଲ ଏବଂ ସ୍ଥାୟୀ ଦିଗକୁ ଗତି କରିବାକୁ ଚେଷ୍ଟା କରୁଛି। ବସ୍ତୁକୁ ପ୍ରଭାବଶାଳୀ ଏବଂ ଦକ୍ଷ ଉପଯୋଗକୁ ବଢାଇବା ପାଇଁ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରାଯାଉଛି। ଆପଣ ନିଶ୍ଚିତ ଭାବୁଥିବେ ହଠାତ୍ କାହିଁକି ଆମେ ଏ ବିଷୟରେ ଆଲୋଚନା…

ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆ ରାସ୍ତାର ଚନ୍ଦନପୁର ନିକଟସ୍ଥ ଶାଳବଣ ନିକଟରୁ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ୍ତ l ଲୁଟ୍‌ର ଶିକାର ହୋଇଥିବା ଯୁବକ ମାନେ ହେଲେ ରାମଗିରି ଗ୍ରାମର ହୋଟେଲ ବ୍ୟବସାୟୀ ସୁରେନ୍ଦ୍ର ବରେଇଙ୍କ ପୁଅ ବିଶ୍ବଜିତ ବରେଇ ଏବଂ…

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପାକୁଆ ବାବୁ ବଡ଼ ଭଦ୍ର ଭାରି ଭଲଲୋକ । ଯୋଉଠି କି ଗଲେ, ଯାହାପାଖେ ବସିଲେ କି ମଞ୍ଚକୁ ଉଠିଲେ.. ନିଜ ଢୋଲ ବହୁତ ବଢିଆ ବଜେଇ ଶ୍ରୋତାଙ୍କ କାନକୁ ତାବଦା କରିପାରନ୍ତି । ଆଉ ଯିଏ ତାଙ୍କୁ ମଞ୍ଚରେ ନବସେଇଲା.. ଅତି ସୁନ୍ଦରଭାବେ ଯାଚ୍ଛାତା କରି ଗାଳିଦେଇ…

ଏଥର ବିଶ୍ୱକପରେ କମାଲ କରିବେ ଏହି ୧୦ ଖେଳାଳି

ପୁରୀ: ଟି୨୦ ବିଶ୍ୱକପ ୧୬ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ । ଏଥର ବିଶ୍ୱକପରେ ୧୦ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଖେଳାଳି ଏକାକୀ ମ୍ୟାଚ ପରିବର୍ତନ କରିବା କ୍ଷମତା ରଖିଛନ୍ତି । ଆସନ୍ତୁ ସେହି ଖେଳାଳିଙ୍କ ଉପରେ ନଜର ପକାଇବା । ୧.ହାର୍ଦ୍ଦିକ…

ଅଗ୍ନିକାଣ୍ଡରେ ୧୦ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ

ଯାଜପୁର: ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି।ଭୟାବହ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳିଯିବା ସହ ୧୦ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଗଲେ । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଯଦୁ ମୁଦୁଲି ଓ ବୋଧି ମୁଦୁଲିଙ୍କ ଘରେ ହଠାତ ନିଆଁ…

ଚା ବିକି ସ୍ୱପ୍ନ ପୂରଣ କରିବେ ଛାତ୍ରୀ, ‘ବିଟେକ୍ ଚାୟବାଲି’ ନାଁରେ ଖୋଲିଲେ ଦୋକାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱପ୍ନ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଜର ସେହି ଦୃଢ ଇଛାଶକ୍ତି ବଳରେ ସ୍ୱପ୍ନ ପୂରଣ କରିଛନ୍ତି ଜଣେ ଛାତ୍ରୀ। ବିହାରର ବିଟେକ୍ ଛାତ୍ର ଭର୍ତ୍ତିକା ସିଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହରିୟାଣାର…

ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ 

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୭ଟି ଗାଈର ଜୀବନ । କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୭ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଜି…

ମସ୍କୋ-ଦିଲ୍ଲୀ ବିମାନରେ ବୋମା ଆତଙ୍କ, ଭୟଭୀତ ଲୋକେ

ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ। ଗୁରୁବାର ବିଳମ୍ବିତ ରାତିରେ ଗୋଟାଏ ବିମାନରେ ବୋମା ଥିବା କଥା ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକେ ଭୟଭୀତ ହୋଇପଡିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି…

କବିତା : ଅନନ୍ତ ଶୟନେ ଯୁଗ ପୁରୁଷ

ବିନ୍ଦୁ ନିବେଦିତା  ଆମେ ଜାଣିଛୁ...ତମେ ମିଛ କୁହ, ତଥାପି ଶୁଣିବାକୁ ଯାଉ ଆମେ ଜାଣିଛୁ,..ମିଥ୍ୟା ପ୍ରତିଶ୍ରୁତିରେ ପୋତି ପକାଅ; ତଥାପି ସ୍ଵପ୍ନ ଦେଖିବା ଆରମ୍ଭ କରିଦେଉ ଆମେ ଜାଣିଛୁ, ଦିନକେତେ ଭାସିବ ଆମ ଘରେ ଲୋଭର ଘିଅ ଆଉ ମହୁ; ଆମେ ବି ସେ ମିଛି ମିଛିକା ଖୁସିରେ ଭାସୁ ।…