Latest Odisha News

BREAKING NEWS

ବ୍ୟାଙ୍କରୁ ନୋଟିସ ଆସିବା ପରେ ଲଟେରୀ ଜିତିଲେ ମାଛ ବ୍ୟବସାୟୀ

ଥିରୁବନ୍ତପୁରମ: ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି, ସେତେବେଳେ ରଙ୍କ ବି ରାଜା ହୋଇଯାଏ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି କେରଳ ମୈନାଗପଲ୍ଲୀର ପଲାମୁଟିଲଠାରେ। ମାତ୍ର ଦେଢ଼ ଘଣ୍ଟାରେ ଜଣେ ମାଛ ବ୍ୟବସାୟୀଙ୍କ ବଦଳିଗଲା ଭାଗ୍ୟ। ୪୦ ବର୍ଷିୟ ପୁକୁଞ୍ଜୁ ଅକ୍ଟୋବର ୧୨…

ଆଜି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ କରିବେ ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ। ଦିନ ୧୧ ଟା ୩୦ରେ ବିମାନ ବନ୍ଦରରୁ ଆସି କଂଗ୍ରେସ ଭବନରେ ପହଞ୍ଚିବେ। ଓଡ଼ିଶା ଗସ୍ତ କାଳରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ଭୋଟ ମାଗିବେ ଖଡ଼ଗେ। ଏଆଇସିସି…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଯୋଗୁ ସାରା ବିଶ୍ୱରେ ବଢ଼ିବ ଭୁବନେଶ୍ୱରର ବ୍ରାଣ୍ଡ ଭାଲ୍ୟୁ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ । ଭୁବନେଶ୍ୱର, ଗୋଆ ଏବଂ ନାଭି ମୁମ୍ବାଇରେ ଏହା ଆୟୋଜିତ ହେବ । ବିଶ୍ୱକପର ୭ମ ସଂସ୍କରଣକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ କରିବା ନେଇ ସମସ୍ତ ଉଦ୍ୟମ ହେଉଛି । ଏହା…

ଧାମନଗରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ବାବା ହରେକୃଷ୍ଣ ସେଠୀ

ଭଦ୍ରକ: ଏକଜୁଟ୍ ନେତା, କଂଗ୍ରେସ ଦେବ ନୂଆ ବାର୍ତ୍ତା । ଧାମନଗର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ କରିଛନ୍ତି । ଆଉ ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ…

ମହିଳା ଏସିଆ କପ: ପାକିସ୍ତାନ ଆଉଟ, ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ: ମହିଳା ଏସିଆ କପ କ୍ରିକେଟ ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ରନରେ ହରାଇ ଶ୍ରୀଲଙ୍କା ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ…

ମଧୁମେହକୁ ନିୟନ୍ତ୍ରଣ କରେ ପିଜୁଳି

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଯୁଗରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ମଧୁମେହ ସମସ୍ୟାରେ ପୀଡିତ। ଏହି ବିପଜ୍ଜନକ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିକୁ ସର୍ବତ୍ତୋମ ଫଳ କୁହାଯାଇଛି।…

ଫିଲ୍ମ ‘ଉଁଚାଇ’ର ଆଉ ଏକ ପୋଷ୍ଟର ରିଲିଜ, ସେୟାର ହେଲା ବୋମାନ ଇରାନୀଙ୍କ ଲୁକ୍

ମୁମ୍ବାଇ: ଅମିତାଭ ବଚ୍ଚନ, ଅନୁପମ ଖେର ଏବଂ ବୋମାନ ଇରାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଉଁଚାଇ' ନିରନ୍ତର ଚର୍ଚ୍ଚାରେ ରହିଛି। ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଗୁଜବ ରହିଛି। ଲୋକଙ୍କ ମଧ୍ୟରେ ଉତ୍ସାହ ବଜାୟ ରଖିବା ପାଇଁ ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ କରୁଛନ୍ତି।…

ଆସନ୍ତା ବର୍ଷ ଆରମ୍ଭ ହେବ ମହିଳା ଆଇପିଏଲ

ମୁମ୍ବାଇ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆସନ୍ତା ବର୍ଷ ଆରମ୍ଭ ହେବ । ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ଏହା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ଭେନ୍ୟୁରେ ଓଭରାଲ ୨୨ ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ୧୮ ଖେଳାଳି ରହିବେ ।…

ରିଲିଜ ହେଲା ଫିଲ୍ମ ‘ଫୋନ୍ ଭୁତ୍’ର ପ୍ରଥମ ଗୀତ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଆଗାମୀ ଫିଲ୍ମ 'ଫୋନ୍ ଭୁତ୍'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଦର୍ଶକଙ୍କ ଉତ୍ସାହକୁ ବଜାୟ ରଖିବା ପାଇଁ ନିର୍ମାତାମାନେ ସମସ୍ତ…

ଲିକ୍ୱିଡ ନାଇଟ୍ରୋଜେନରେ ରଖାଯାଇଛି ୧୯୯ ଜଣଙ୍କ ଶରୀର, ଭବିଷ୍ୟତରେ ହେବେ ଜୀବନ୍ତ !

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଜନ୍ମ ପରେ ମୃତ୍ୟୁ ସୃଷ୍ଟିର ନିୟମ। ଭାବିଲେ ଯଦି ଜନ୍ମ ପରେ ମୃତ୍ୟୁ କେବେ ବି ଆସିନଥାନ୍ତା, ତେବେ କିପରି ହୁଅନ୍ତା? ଆଜିର ବିଜ୍ଞାନ ଅସମ୍ଭବକୁ ସମ୍ଭବ କରୁଛି। ଆମେରିକାରେ ଏପରି ଏକ ପ୍ରକଳ୍ପ ତିଆରି ହୋଇଛି ଯେଉଁଠି ଲୋକଙ୍କର ମୃତ୍ୟୁ ଆସିବ ନାହିଁ ଏବଂ ସେମାନଙ୍କ…