Latest Odisha News

BREAKING NEWS

ଶିଶୁ ଗପ : ପରୋପକାର

କୁଞ୍ଜ ବିହାରୀ ସାହୁ ଗୋଟିଏ ସହରର ଉତ୍ତର ମଧୁବନରେ ରହନ୍ତି ସୁକାନ୍ତି । ପ୍ରାଇମେରୀ ସ୍କଲ ଶିକ୍ଷୟତ୍ରୀ । ପିଲାଙ୍କୁ ଭଲ ପଢ଼ାନ୍ତି । ପଢ଼ା ସମୟରେ ପିଲାଙ୍କର ଭଲମନ୍ଦ ବୁଝନ୍ତି । ସେଇଥିପାଇଁ ସୁକାନ୍ତିକୁ ସମସ୍ତେ ଭକ୍ତି କରନ୍ତି । ସୁକାନ୍ତି ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି…

ବଳରାମ ପୁଜାରୀଙ୍କ କବିତା ସଙ୍କଳନ ‘ଶ୍ବେତପତ୍ର’ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି ବଳରାମ ପୁଜାରୀଙ୍କ ପଞ୍ଚମ କବିତା ସଙ୍କଳନ 'ଶ୍ବେତପତ୍ର' ସ୍ଥାନୀୟ ବିହାର ସ୍ଥିତ ପେନ୍‌ ଇନ୍‌ ବୁକ୍ସ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ସୁଦୂର ମାଲକାନଗିରିରୁ…

ଓଡିଶା ହକି ଚାମ୍ପିୟନଶିପ ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ହକି ଚାମ୍ପିୟନଶିପର ପଦାର୍ପଣ ମୁକାବିଲାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିୟନ ହୋଇଛି । ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ୧-୦ ଗୋଲରେ ଖୋର୍ଦ୍ଧାକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଏହି…

ଟି୨୦ ବିଶ୍ୱକପ ଟିମରେ ସାମିଲ ହେବେ କି ସାମି

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ସିନିୟର ପେସ ବୋଲର ମହମ୍ମଦ ସାମିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳି ନ ଥିବାରୁ ସମୀକ୍ଷକମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ତେବେ ସାମିଙ୍କୁ ଟି୨୦ ବିଶ୍ୱକପ ଦଳରେ ସାମିଲ କରିବା ନେଇ…

ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ…

ଘରେ ପାଳିତ ହେଉଥିଲା ଅନ୍ତ୍ୟେଷ୍ଟି କ୍ରିୟା, ଜୀବନ୍ତ ଫେରିଲେ ବ୍ୟକ୍ତି

ବିଜନୌର: ଫିଲ୍ମ ଚୁପକେ ଚୁପକେର ବାସ୍ତବରୂପ ବିଜନୌରରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଋଣଗସ୍ତ ହେବା ପରେ ଚାପଗ୍ରସ୍ତ ହୋଇ ଜଗନୱାଲ ଗ୍ରାମର ଜଣେ ଯୁବକ (କାଳ୍ପନିକ ନାମ ଜିତୁ) ଘର ଛାଡି ପଳାଇ ଯାଇଥିଲା । ପରିବାରବର୍ଗଙ୍କ ମୁତାବକ କୌଣସି ବିଷାକ୍ତ କୀଟ କାମୁଡିବା ଯୋଗୁ ଜିତୁ…

ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ନିଆରା ଜନ୍ମଦିନ । ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ନିଆରା ଭାବେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ମୋ କଲେଜ ଅଧ୍ୟକ୍ଷ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସ ନାୟକ ଆଜି ଜନ୍ମଦିନ ପାଳିଛନ୍ତି । ପ୍ରତିବର୍ଷ  ଭଳି ଆକାଶ ଦାସ ନାୟକ ତାଙ୍କ ଜନ୍ମଦିନକୁ ନିଆରା…

ବଢ଼ିଲା ତେଜସ୍ୱୀଙ୍କ ଅଡୁଆ, ଜାମିନ ଖାରଜ କରିବା ପାଇଁ ଅନୁରୋଧ କଲା ସିବିଆଇ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ…

କେତେ ବିପଦ ଚାଇନିଜ ସଲ୍ଟ ବା ଆଜିନୋମୋଟୋ ?

ପୁରୀ: ଚାଓମିନ, ମଂଚରିଆନ, ମୋମୋଜ, ଚିପ୍ସ ଓ ରୋଲର ଭିନ୍ନ ଧରଣର ସ୍ୱାଦ ଓ ମଜା ଆଣୁଥିବା ଚାଇନିଜ ସଲ୍ଟ ବା ଆଜିନୋମୋଟୋ ସ୍ୱାସ୍ଥ୍ୟ ପାଇଁ କେତେ ବିପଦ ଆସନ୍ତୁ ଜାଣିବା । ବିଭିନ୍ନ ଦେଶରେ କରାଯାଇଥିବା ଗବେଷଣା ଏହା ହୃଦଘାତ, ରକ୍ତଚାପ ପରି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ ।…

ଆଇପିଏଲରେ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏଥିରେ ଆହୁରି ମସଲା ଯୋଗାଇବା ପାଇଁ ବିସିସିଆଇ ମୁଣ୍ଡ ଖେଳାଇଲାଣି । କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଏକାଦଶରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ…