Latest Odisha News

BREAKING NEWS

୮ ଫୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜଳାପଲ୍ଲୀରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବନାଞ୍ଚଳ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ ପଶି…

ଏସିଆ କପର ବାକି ତକ ମ୍ୟାଚରୁ ଓହରିଲେ ଆଭେଶ

ଦୁବାଇ: ଏସିଆ କପ ଅବସରରେ ଭାରତକୁ ମଙ୍ଗଳବାର ଆଉ ଏକ ଶକ୍ତ ଧକା ଲାଗିଛି । ଅସୁସ୍ଥ ହେବା ଯୋଗୁ ଭାରତର ପେସ ବୋଲର ଆଭେଶ ଖାଁ ଚଳିତ ଏସିଆ କପ କ୍ରିକେଟର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଥିଲେ । ଏଥିପାଇଁ ସେ ୨ଟି ମ୍ୟାଚରେ…

କଙ୍ଗନାଙ୍କ ତେଜସ ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କ ଆଗାମୀ ଫିଲ୍ମ ତେଜସର ରିଲିଜ ଡେଟ ଘୁଂଚାଇ ଦିଆଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଟୋବର ବଦଳରେ ଏବେ ତେଜସ ଜାନୁୟାରୀ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଅବଶ୍ୟ ଏ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି…

ବିଏମସି ନିର୍ବାଚନରେ ଏକତ୍ର ଲଢ଼ିବେ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ: ଆଗାମୀ ବମ୍ବେ ମ୍ୟୁନିସପାଲ କର୍ପୋରେଶନ (ବିଏମସି) ନିର୍ବାଚନ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ଏକତ୍ର ଲଢ଼ିବେ । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ସମୟରେ ହୋଇଥିବା ଆଲୋଚନାରେ…

ଆସାମରେ ବାଂଲାଦେଶୀ ନାଗରିକଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସ୍ଥାନୀୟ ଲୋକେ ଭାଙ୍ଗିଲେ ମାଦ୍ରାସା

ଗୌହାଟୀ: ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆସାମରେ ଆଜି ଭଙ୍ଗାଯାଇଛି ୪ର୍ଥ ମାଦ୍ରାସା । ପୂର୍ବରୁ ୩ଟି ସରକାରୀ ଅଧିକାରୀଙ୍କ ଦ୍ୱାରା ଭଙ୍ଗା ଯାଇଥିବା ବେଳେ ଆଜି ସ୍ଥାନୀୟ ଲୋକ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ୨ଜଣ ବାଂଲାଦେଶୀ ନାଗରିକ ଗୋଲପଡାରେ ଥିବା ମାଦ୍ରାସାକୁ ବ୍ୟବହାର କରୁଥିଲେ ।…

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନକୁ ଡିସିଜିଆଇ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ବିପକ୍ଷ ଲଢ଼େଇରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଭାରତର ଡ୍ରଗ କଂଟ୍ରୋଲର ଜେନେରାଲ (ଡିସିଜିଆଇ) ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଏ ନେଇ ସୂଚନା ପ୍ରଦାନ…

ଏସିଆ କପ କ୍ରିକେଟ : ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ମ୍ୟାଚ

ଦୁବାଇ: ଏସିଆ କପ କ୍ରିକେଟର ସୁପର ଫୋର ମୁକାବିଲାରେ ପାକିସ୍ତାନଠାରୁ ଭାରତ ହାରିବା ପରେ ଆଉ ଅଳ୍ପ ସମୟ ପରେ ଶ୍ରୀଲଙ୍କାକୁ ଭେଟିବ । ଏହି ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି । ଭାରତ ତାର ପ୍ରଥମ ମ୍ୟାଚ ହାରିଥିବା ବେଳେ ଶ୍ରୀଲଙ୍କା ବିଜୟ ହାସଲ କରିଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆ…

ହର ଘର୍ ତ୍ରିରଙ୍ଗା ପରେ ଏଣେତେଣେ ପଡ଼ିଲା ପତାକା; ଏବେ ସମ୍ମାନ ପାଇଁ ସଚେତନ କରୁଛନ୍ତି ଅଧ୍ୟାପିକା

ବ୍ରହ୍ମପୁର: ହର ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେଲେ। ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ। କିନ୍ତୁ ବର୍ତ୍ତମାନ ଆଉ ସମ୍ମାନ ଦିଆଯାଉ ନାହିଁ। ପତାକା ନଷ୍ଟ ହେଉଛି। ସମ୍ମାନ ହାନୀ ହେଉଛି। ଏନେଇ ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ କରିଛନ୍ତି ଜଣେ ଅଧ୍ୟାପିକା। ସେ ହେଲେ ବ୍ରହ୍ମପୁର…

ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜ୍ୟରେ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ସେମାନଙ୍କୁ ଜୀବନ ଦକ୍ଷତା କାର୍ଯ୍ୟକଳାପ ପ୍ରଦାନ କରୁଥିବା ପ୍ରତିଷ୍ଠିତ ଅନନ୍ୟ ସଙ୍ଗଠନ ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକୀ ନାଗେଶ୍ୱର ଟାଙ୍ଗୀ ସ୍ଥିତ କାର୍ଯ୍ୟକଳାପ କେନ୍ଦ୍ରରେ ଅତି ଉତ୍ସାହ ଏବଂ ଆଡ଼ମ୍ବର ସହ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାଇନା

ମୁମ୍ବାଇ: ସୁରେଶ ରାଇନା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛି । ଭାରତର ଏହି ସିନିୟର ଖେଳାଳି ୧୫ ଅଗଷ୍ଟ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ମିଳିତ ଭାବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ । ଏବେ ସେ ଘରୋଇ କ୍ରିକେଟ କିମ୍ବା ଆଇପିଏଲରେ ଖେଳିବେ ନାହିଁ । ଦେଶ…