Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାଇନା

ମୁମ୍ବାଇ: ସୁରେଶ ରାଇନା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛି । ଭାରତର ଏହି ସିନିୟର ଖେଳାଳି ୧୫ ଅଗଷ୍ଟ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ମିଳିତ ଭାବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ । ଏବେ ସେ ଘରୋଇ କ୍ରିକେଟ କିମ୍ବା ଆଇପିଏଲରେ ଖେଳିବେ ନାହିଁ । ଦେଶ…

୧୩ ବର୍ଷ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ରରେ ନାହାନ୍ତି ଦିଦି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଡାଉଁଶନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍କେଲିଟନ। ବିନା ଅଙ୍ଗନୱାର୍ଡି କର୍ମୀରେ ଚାଲିଛି ଶିଶୁ ଏବଂ ମାତୃତ୍ୱ ବିକାଶ । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ଧରି ବିନା ଅଙ୍ଗନୱାର୍ଡି…

ମଳଦ୍ଵାର ପଟେ ଗ୍ଲାସ୍ ପୁରାଇବା ଘଟଣା; ମାନବାଧିକାର କମିଶନରେ ଅଭିଯୋଗ ପରେ ତନାଘନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ୍ ପୂରାଇବା ଘଟଣାରେ ନୂଆ ମୋଡ଼ ଆସିଛି। ଅସ୍ତ୍ରୋପଚାର କରାଯାଇ ପେଟରୁ ଗ୍ଲାସ କଢ଼ାଯାଇଛି ଏବଂ ବ୍ୟକ୍ତି ଜଣକ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଘଟଣା ପଦାକୁ ଆସିବା ବେଳେ ଏଭଳି ଅମାନବୀୟ…

ଆଗାମୀ ତିନି ଘଣ୍ଟା ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନ ୧ଟା ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ସକାଳ ୧୦ଟା ବେଳର ପ୍ରତି ତିନି ଘଣ୍ଟିଆ ବୁଲେଟିନରେ ଏହି ସୂଚନା ଦିଆଯାଇଛି । ରାଜ୍ୟର କିଛି ଜିଲ୍ଲାରେ ଆଂଶିକ ବର୍ଷା ହେବାକୁ ଥିବା ବେଳେ କିଛି…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା…

ଦେବଗଡ଼ରେ ଯୁବକଙ୍କୁ ତୀର ମାରି ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବାରକୋଟରେ ଜଣେ ଯୁବକଙ୍କୁ ଧନୁ ତୀରରେ ଆକ୍ରମଣ ହୋଇଛି । ଉପରଖଣ୍ଡମା ଗାଁରେ ତୀର ମାଡ଼ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ଯୁବକ ବାବୁ ଧିବର ବୋଲି ଜଣାପଡ଼ିଛି। ତୀର ମାରିବା ପରେ ଆକ୍ରମଣକାରୀ ଖସିଯାଉଥିବା ବେଳେ ଧିବରଙ୍କ ଜଣେ…

ରାସ୍ତା କଡ଼ରେ ମଳ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଦେଉଛି ଆସ୍କା ଏନଏସି

ବ୍ରହ୍ମପୁର: ନିଜ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ସରକାରୀ ଅଧିକାରୀମାନେ ଅନେକ ପ୍ରକାରର ପଦକ୍ଷେପ ନେଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲା ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କ ଉଦ୍ୟମକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ରାସ୍ତା କଡ଼ରେ ମଳ…

ସନେଟ : ଶେଷ ଚିଠି

ରଞ୍ଜିତା ରାଣୀ ହୋତା ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ । ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ? କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି…

ଆପ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ବର୍ତମାନର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସୋମବାର ଆପର କେତେକ ନେତାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି । ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି…

ଧରା ପଡିଲା ଭାରତର ସବୁଠାରୁ ବଡ କାର ଚୋର, ୨୪ ବର୍ଷରେ ଚୋରୀ କରିଥିଲା ୫୦୦୦ କାର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ କାର ଚୋର ଆଜି ଧରାପଡିଛି । ଅନୀଲ ଚୌହ୍ୱାନ ନାମକ ଏକ ଧୂର୍ତ ଚୋର ୨୪ ବର୍ଷରେ ୫୦୦୦ରୁ ଅଧିକ କାର ଚୋରି କରିଥିଲା । ୫୨ ବର୍ଷୀୟ ଅନୀଲର ନେଟୱର୍କ ସାରା ଦେଶରେ ଥିଲା । ପୋଲିସ ଗିରଫ କରିବା ସମୟରେ ତା ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୭ଟି ଅଫୁଟା ଗୁଳି ଜବତ…