Latest Odisha News

BREAKING NEWS

ବିଶ୍ୱର ୨୦୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚଙ୍ଗେଜ ଖାଁଙ୍କ ବଂଶଜ !

ଭୁବନେଶ୍ୱର: ଇତିହାସର ସବୁଠାରୁ ନୃଶଂସ ଏବଂ କ୍ଷମତାଲୋଭୀ ରାଜା ଭାବେ ଚଙ୍ଗେଜ ଖାଁଙ୍କୁ କିଏ ବା ନ ଜାଣେ । ଏହି ନିର୍ଦ୍ଦୟୀ, ହତ୍ୟାକାରୀ ଯେଉଁ ସ୍ଥାନ ଅଧିକାର କରୁଥିଲା ସେଠାରେ ମଣିଷର କଟା ମୁଣ୍ଡ ଗଦେଇ ହୋଇ ପଡୁଥିଲା । ଏହା ପରେ ଆରମ୍ଭ ହେଉଥିଲା ମାନବିକତା ନାମକ ଶବ୍ଦର ହତ୍ୟା । ଉକ୍ତ…

ବର୍ଷକରେ ୫୦୦ କୋଟି ଟଙ୍କାର ଆଂଟିବାୟୋଟିକ ଖାଇଗଲେ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟଙ୍କ ମନଇଚ୍ଛା ଔଷଧ ବ୍ୟବହାର ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ତାହା ପୁଣି ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରାଯାଇଛି । ରିପୋର୍ଟ ମୁତାବକ ୨୦୧୯ରେ ଭାରତୀୟମାନେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆଂଟିବାୟୋଟିକ ଖାଇଛନ୍ତି । ଆଜିଥ୍ରୋମାଇସିନକୁ…

ବାପାଙ୍କୁ ଭାଲୁ କବଳରୁ ରକ୍ଷା କଲା ଝିଅ

ସିରୋହୀ: ରାଜସ୍ଥାନର ସିରୋହୀ ଜିଲ୍ଲାରେ ଏକ ଝିଅର ସାହସକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି । କୃଷକ କରମା ରାମ ଚୌଧୁରୀଙ୍କୁ ହଠାତ ଏକ ଭାଲୁ ରାତି ଅଧରେ ଆକ୍ରମଣ କରିଥିଲା । ଘରକୁ ଲାଗି ଏହି ଜମି ଥିବାରୁ ଫସଲର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପରିବାର ସଜାଗ ରହିଥାନ୍ତି । ୫୦ ବର୍ଷୀୟ ରାମ…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା FIH

ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।…

ଦିଲ୍ଲୀ ଦଙ୍ଗଲ : ଉପରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରିଦେଲେ ଆପ ନେତା ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ସିଂ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ପଠାଇଥିବ ମାନହାନୀ ନୋଟିସକୁ ସର୍ବ ସମ୍ମୁଖରେ ଚିରି ଦେଇଛନ୍ତି । ଏଥିସହ ଉପରାଜ୍ୟପାଳ କୋଟି କୋଟି ଟଙ୍କାର…

ପୁଷ୍ପା ଦି ରାଇଜ ପାଇଁ ଅଲ୍ଲୁ ଅର୍ଜୁନ ନେବେ ୧୨୫ କୋଟି !

ମୁମ୍ବାଇ: ପୁଷ୍ପା ଫିଲ୍ମର ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ଏହାର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ଦି ରାଇଜ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଦେଖି ମେକର୍ସ ଏହି ଫିଲ୍ମ ପାଇଁ ତାଙ୍କୁ ୧୨୫ କୋଟି ଟଙ୍କା ଦେବା ପାଇଁ ରାଜି ହୋଇ…

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମୃତ…

ଟଙ୍କା ଚୋରି କରି ନପାରିବାରୁ ATM କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ । ଆଉ ଟଙ୍କା ଚୋରି ନକରି ପାରି ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଏଟିଏମ୍ କାଚ ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ସହର ଚିନି ଫ୍ୟାକ୍ଟ୍ରି ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମରେ ।…

ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟ୍ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ କେହି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ…

TPSODL ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର…