Latest Odisha News

BREAKING NEWS

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା…

୨ ବାଂଲାଦେଶୀ ଆତଙ୍କୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରବିବାର ୨ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କେତେକ ପାସପୋର୍ଟ ଓ ବାଂଲାଦେଶ ମନ୍ତ୍ରଣାଳୟର ୧୦ ନକଲି ଷ୍ଟାମ୍ପ ଜବତ କରାଯାଇଛି । ଏହି ୨ଜଣଙ୍କ ନାମ ହେଲା ମହମ୍ମଦ ମୁସ୍ତାଫା ଓ ମହମ୍ମଦ ହୁସେନ । ୧୫ ଅଗଷ୍ଟ ପୂର୍ବରୁ ରାଜଧାନୀ ସୁରକ୍ଷା…

“ଓଡ଼ିଶା ଖୋଲୁନି ହୀରାକୁଦ ଗେଟ୍; ଛତିଶଗଡ଼ରେ ବନ୍ୟା ପରିସ୍ଥିତି”

ଭୁବନେଶ୍ୱର: ହୀରାକୁଦରେ ଗେଟ୍ ଖୋଲାଯାଉନି, ତେଣୁ ଛତିଶଗଡ଼ରେ ଭୟଙ୍କର ବନ୍ୟା ପରିସ୍ଥିତି । ଛତିଶଗଡ଼ ସରକାରର ମୁଖ୍ୟ ଯନ୍ତ୍ରୀ ରାକେଶ କୁମାର ନଗେରିଆ ଏହି ଅଭିଯୋଗ କରିଛନ୍ତି । ନଗେରିଆ କହିଛନ୍ତି ଯେ- ହୀରାକୁଦ କର୍ତ୍ତୃପକ୍ଷ ଠିକ୍ ଭାବେ ଗେଟ୍ ଖୋଲୁନାହାନ୍ତି ବୋଲି ଛତିଶଗଡ଼ରେ…

ରହସ୍ୟମୟ ଢ଼ଙ୍ଗରେ ଗାଏବ ହୋଇ ଯାଇଥିଲା ଟ୍ରେନ ଏବଂ ଏହାର ଯାତ୍ରୀ !

ରୋମ: ରହସ୍ୟ ଓ ରୋମାଂଚରେ ପରିପୂର୍ଣ୍ଣ ଏ ଦୁନିଆ । ଇଟାଲୀର ରୋମରେ ଏ ଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା । ୧୯୧୧ରେ ୧୦୬ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରେନ ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ହଠାତ କୁଆଡେ ଗାଏବ ହୋଇ ଯାଇଥିଲା । ଜେନେଟି ନାମକ ଷ୍ଟେସନରୁ ଏହି ଟ୍ରେନ ବାହାରିଥିଲା । ପରବର୍ତୀ…

କବିତା : ଭାଷାକୁ ଦିଅନି ନାଁ

ମାନସ ରଞ୍ଜନ ମହାପାତ୍ର  ନଈର ନାଁ ନଥିଲେ କଣ ଯାଏ ଆସେ ନାଆର,ନା ନାବିକର ଯେମିତି ବାଟର ନାଁ ନଥିଲେ ବାଟୋଇର କେବେ ଫୁଲକୁ ପଚାରିଛ ନାଁ ନେଇ କଣ କରେ ସିଏ କାହାକୁ ସେ ଭଲପାଏ ଈଶ୍ୱର ନା ଅସୁର ଚଢ଼େଇମାନେ ବନ୍ଦ କରିଦିଅନ୍ତି କି ଉଡ଼ିବା ନଥାଏ ଯଦି ନାମ ନାଁ ଯଦି ଦବ ଦିଅ…

ଅନୁବାଦ ଗଳ୍ପ : ମାଳପ୍ରସ୍ଥ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୬  ମୂଳ ହିନ୍ଦୀ: ଉପେନ୍ଦ୍ର ନାଥ ଅସ୍କ ‘ଆପଣ ଜଣେ ସାଧାସିଧା ଦିଲ୍‍ଖୋଲା ଲୋକ ପରି  ଜଣାପଡ଼ୁଚନ୍ତି, ସେଇଥି ଲାଗି ମୁଁ ଭାବିଲି ଆପଣଙ୍କୁ ବି ମାଗିବି ବୋଲି’, ଶେଠ୍‍ ସାହେବ କହିଲେ । ‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏକଥା ମୁଁ…

ଶିଶୁ ଗଳ୍ପ : ଜାତୀୟ ପତାକା ବାଟ ଦେଖେଇଲା

କୁଞ୍ଜ ବିହାରୀ ସାହୁ  ଭଙ୍ଗା ଆଜବେଷ୍ଟସ୍ ଉପରେ କଳାରଙ୍ଗର ଜରି ଘୋଡ଼ାହେଇଛି । ଦଦରା କାନ୍ଥ । ସେ ଘର ଭିତରେ ରହୁଛି ସୁକାନ୍ତ । ଛଅ ସାତ ବର୍ଷର । ପାଠ ଶାଠ ନାହିଁ । ବୁଲାବୁଲି, ଖେଳାଖେଳିରେ ତାର ମନ । କିନ୍ତୁ ବାପା ବୋଉର ବୋଲ ମାନେ । ଯୁଆଡ଼େ ଗଲେ ବି ଠିକ୍ ସମୟରେ ଫେରିଆସେ । ତା'…

ବର୍ଷା ପରେ ବନ୍ୟା ଭୟ, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଯାଜପୁର/ଭଦ୍ରକ/ସୁବର୍ଣ୍ଣପୁର: ବର୍ଷା ପରେ ବନ୍ୟା ଭୟ । ହୀରାକୁଦ ଡ୍ୟାମର ଏକାଧିକ ଗେଟ୍ ଖୋଲିବା ପରେ ମହାନଦୀ ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ମହାନଦୀ ଫୁଲୁଥିବା ବେଳେ ବୈତରଣୀର ଜଳସ୍ତର ବଢ଼ୁଛି । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।…

ରସ ଟେଲରଙ୍କୁ ଚାପୁଡା ମାରିଥିଲେ ରାଜସ୍ଥାନ ରୟାଲ୍ସର ମାଲିକ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ତାଙ୍କ ପୁସ୍ତକ ମାଧ୍ୟମରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଗୋଟିଏ ମ୍ୟାଚରେ ଶୂନରେ ଆଉଟ ହୋଇ ଆସିବା ପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ମୋତେ ଚାପୁଡା ମାରିଥିଲେ । ଟେଲର ତାଙ୍କ ଆତ୍ମଜୀବନୀ ବ୍ଲାକ…

ହାମ୍ବନଟୋଟା ବନ୍ଦରରେ ରହିବ ଚୀନର ଗୁପ୍ତଚର ଜାହାଜ, ଭାରତ ଚିନ୍ତାରେ

ନୂଆଦିଲ୍ଲୀ: ଭାରତର ଅନୁରୋଧ ସତ୍ୱେ ଶେଷରେ ଶ୍ରୀଲଙ୍କା ତାର ହାମ୍ବନଟୋଟା ବନ୍ଦରରେ ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ଆସିବା ପାଇଁ ଅନୁମତି ଦେଇଛି । ପୂର୍ବରୁ ଭାରତର କଥା ରଖି ଶ୍ରୀଲଙ୍କା ଏହି ଜାହାଜ ନ ପଠାଇବା ପାଇଁ ଅନୁରୋଧ କରିଥିଲା । ମାତ୍ର ଏବେ ଏହି ନିଷ୍ପତିରେ ପରିବର୍ତନ କରିଛି…