Latest Odisha News

BREAKING NEWS

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ବିଧାୟକ ଏମ. ଶ୍ରୀନିବାସ କଲେଜ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ, ବିତ୍ତ୍ୱଧାୟକ ଜଣକ ଆଇଟିଆଇ କଲେଜ ବୁଲିବାକୁ ଯାଇଥିଲେ । ସେଠାରେ କମ୍ପ୍ୟୁଟର ଲ୍ୟାବ୍ ବିଷୟରେ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ…

ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ଭେଟିଲେ ନବୀନ

ରୋମ: ଭାଟିକାନ ସିଟିରେ ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଭେଟିଛନ୍ତି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।  ରୋମ୍ ସହିତ…

[ଦେଖନ୍ତୁ ଭିଡିଓ] ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି

ଜଗତସିଂହପୁର : ଶେଷରେ ଭଗବାନଙ୍କ ମନ୍ଦିରକୁ ବି ଛାଡିଲେନି ଦୁର୍ବୃତ୍ତା   ସବୁଠୁ ବଡ଼ ଶୈବପୀଠରୁ ଶେଷରେ ଚୋରି କରିଛନ୍ତି। ଜଗତସିଂହପୁରର ପ୍ରସିଦ୍ଧ ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି…

ଶ୍ୱେତପଦ୍ମା ପାଢ଼ୀଙ୍କର ‘ସଖି କଣ୍ଢେଇ’ ଉନ୍ମୋଚିତ

ଭୁବନେଶ୍ୱର : ବର୍ଷା ପବ୍ଲିକେସନ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ସଭାଗୃହରେ ଶ୍ୱେତପଦ୍ମା ପାଢ଼ୀଙ୍କର ପଥମ ଉପନ୍ୟାସ 'ସଖୀ କଣ୍ଢେଇ' ଉନ୍ମୋଚିତ ହୋଇଯାଇଛି। ଏହି ସାରସ୍ଵତ କାର୍ଯ୍ୟକ୍ରମରେ ହିରଣ୍ମୟୀ ମିଶ୍ର ମୁଖ୍ୟ ଅତିଥି , ଅମରେଶ ବିଶ୍ୱାଳ ସମ୍ମାନିତ ଅତିଥି, ପବିତ୍ର ମୋହନ…

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ: ଶହେରୁ ଅଧିକ ମୃତ, ପାକିସ୍ତାନରେ ବି ଭୂକମ୍ପର ଝଟକା

ଦିଲ୍ଲୀ : ଆଫଗାନିସ୍ତାନରେ ଭୂମିକମ୍ପ । ଏଥିରେ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେବଳ ଆଫଗାନିସ୍ତାନ ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି । ୟୁଏସ ଜିୟୋଲୋଜିକାଲ…

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ସନ୍ତୋଷଙ୍କୁ ନେଇ ବଢୁଛି ସନ୍ଦେହ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ…

୨୪ରେ ଘୂର୍ଣ୍ଣିବଳୟ, ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷା ବଢ଼ିବ। ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେପଟେ ବୁଧବାର ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା…

କବିତା : ଶାଗୁଣା

ଗଦାଧର ସାହୁ ମଢ ପେଟେ ଖାଇଲେ ଆମେ ବଞ୍ଚିବୁ , ତମ ପରିବେଷ ଦିଶିବ ସ୍ଵଚ୍ଛ, ସୁନ୍ଦର । କେବେ ମିଳିମିଶି ଚିନ୍ତାକରିଛ ଏବେ ଆମ ବଂଶ ଧ୍ଵଂସ ମୁଖରେ ! ତମ ପରିବେଷର ବି ସମାନ ଅବସ୍ଥା ଆମ ପରି , ଆମ ପରେ ପରେ ! କି ଚିନ୍ତା କରୁଛ ତମ ବିଜ୍ଞାନ ଯୁଗରେ ବିକାଶ ଚର୍ଚ୍ଚା…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ପାଇଁ କୋଲମଙ୍ଗରେ ଜନ ଶୁଣାଣି

ସୁନ୍ଦରଗଡ଼: କୋଲମଙ୍ଗ ଗ୍ରାମରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ସ୍ଥାପନ ହେବାକୁ ଥିବା ଲୁହାପଥର ବେନିଫିକେଶନ ବା ଡି-ସ୍ଲିମିଙ୍ଗ ପ୍ଲାଣ୍ଟ ପାଇଁ ଜନଶୁଣାଣି ହୋଇଯାଇଛି । ସୋମବାର କୋଲମଙ୍ଗ ଗ୍ରାମରେ ଅଧିକାଂଶ ଗ୍ରାମବାସୀଙ୍କ ଗହଣରେ ଏହି ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତାବିତ…

ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ସବିତା, ଦୀପଗ୍ରେସଙ୍କୁ ଗୁରୁ ଦାୟିତ୍ୱ, ବାଦ ପଡିଲେ ରାନୀ

ନୂଆଦିଲ୍ଲୀ: ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ଗୋଲକିପର ସବିତା ପୁନିଆଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ତେବେ ଆଘାତ…