Latest Odisha News

BREAKING NEWS

ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ ମଙ୍ଗଳବାର ପୂର୍ବାହ୍ନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ…

ପୁନର୍ବାର ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ: ହିନ୍ଦୁ ମହିଳା ଶିକ୍ଷକଙ୍କ ଉପରେ ଗୁଳିମାଡ

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ପୁନର୍ବାର ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଗୋପାଲପୋରାରେ ଥିବା ଏକ ହାଇସ୍କୁଲର ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଗୁଳିମାଡ କରାଯାଇଥିଲା । ଏଥିରେ ଗୁରୁତର ଆହତ ଶିକ୍ଷୟତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା…

ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ  ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ପୂର୍ବରୁ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା । ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ । ଆଜି ୧୧…

ଜୁନ୍‌ ୧ରୁ ଛେନା ଓ ପନିର୍ ଦାମ୍‌ ବଢ଼ିବ

ଭୁବନେଶ୍ବର : ଜୁନ୍‌ ୧ରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  ସଂଘ ପକ୍ଷରୁ ସୋମବାର ଦିନ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ…

ପ୍ରାର୍ଥିପତ୍ର ଦାଖଲ ନେଇ ବିଧାନସଭାରେ ପହଞ୍ଚିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ରାଜ୍ୟସଭା ପ୍ରାର୍ଥୀ ।  ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

 ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ମୋଟ ୨ ଲକ୍ଷ ୧୪ ହଜାର ୮ ଶହ ୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ମୋଟ ୨୭୯ଟି ବୁଥରେ…

କବିତା : ସକଳ ଘଟେ ନାରାୟଣ

ଅଚ୍ୟୁତାନନ୍ଦ ଧଳ  ସବୁଜ ସୁନ୍ଦର ପୃଥିବୀ ଆମର ସବୁତ ଜୀବନ୍ତ ଲାଗନ୍ତି, କିଏ ଭରିଦେଲା ପ୍ରାଣକୁ ଘଟରେ ସବୁ ସେଇ ହରି ଜାଣନ୍ତି। କେହି ନୁହେଁ ବଡ କେହି ନୁହେଁ ସାନ ସବୁରି ହୃଦୟେ ଶ୍ରୀହରି, ହେୟ ମଣନାହିଁ କାହାକୁ ଜଗତେ ସବୁ କିଛି ସୃଷ୍ଟି ତାଙ୍କରି। ବିଶ୍ୱାସରେ ବିଷ ହୁଅଇ…

ବ୍ରହ୍ମପୁରରେ ନିର୍ମାଣ ହେଉଛି ବୁଲା ଗୋରୁ ଗାଈଙ୍କ ପାଇଁ ହଷ୍ଟେଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣେ ତେଣେ ବୁଲାବୁଲି କରୁଥିବା ଗୋରୁ ଗାଈକୁ ରଖିବା ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେ ସହର ଉପକଣ୍ଠ ଗୁରୁଣ୍ଠି ପାଖରେ ଏହି ହୋଷ୍ଟେଲ୍‌ ନିର୍ମାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ନିଗମର…

ଗୁରୁ ଘନଶ୍ୟାମଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା…

UPSC ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ସୋନପୁର ପୁଅ

ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତକଙ୍କ ବାପା…