Latest Odisha News

BREAKING NEWS

ବଙ୍ଗଳାରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ: ମମତା ବାନାର୍ଜୀଙ୍କ ସହ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ଟକ୍କର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ସ୍ପଷ୍ଟ…

ଖୁବ୍‌ଶୀଘ୍ର ଭାରତ ଆଉ ଏକ S-400 ଏୟାର ଡିଫେନ୍ସ ସିଷ୍ଟମ ପାଇବ, ଅପରେସନ୍ ସିନ୍ଦୂରରେ କରିଥିଲା ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଭାରତ ଆସନ୍ତା ମାସ ପ୍ରାରମ୍ଭରେ ରୁଷଠାରୁ S-400 ଟ୍ରାୟମ୍ଫ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ୪ର୍ଥ ୟୁନିଟ୍ ପାଇବାର ସମ୍ଭାବନା ଅଛି । ଏହା ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଅକ୍ଟୋବର ୨୦୧୮ରେ, ଭାରତ…

ଜୀବିତ ହେଲା ୨୪୦୦୦ ବର୍ଷ ତଳର ସୂକ୍ଷ୍ମ ଜୀବ

ନୂଆଦିଲ୍ଲୀ: ୨୪୦୦୦ ବର୍ଷ ତଳର ଏକ ସୂକ୍ଷ୍ମ ଜୀବ ଏବେ ଜୀବିତ ହୋଇଛି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ । ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣା ନେଇ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ସାଇବେରିଆର ବରଫ ଭିତରେ ଏହି ଜୀବ ରହିଥିଲା । ବୈଜ୍ଞାନିକମାନେ ଏହାର ନାମ ଜୋମ୍ବି ୱର୍ମ ରଖିଛନ୍ତି ।…

ମେ’ ରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣନ୍ତୁ…

ନୂଆଦିଲ୍ଲୀ: ମେ ମାସ ଆରମ୍ଭ ହେବାକୁ ଯାଉଛି। ତେଣୁ ଯଦି ଆପଣଙ୍କର ଏହି ମାସରେ ବ୍ୟାଙ୍କିଂ ସମ୍ବନ୍ଧୀୟ କୌଣସି କାମ ଅଛି ତେବେ ସବୁ କାମ ଆଗୁଆ ସାରି ଦିଅନ୍ତୁ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହା ଅନୁଯାୟୀ ମେ ମାସରେ ୩୧ ଦିନ ମଧ୍ୟରୁ ୧୨ ଦିନ…

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଖୋଳି ଆଣିବା ଘଟଣା, ଏନଏଚଆରସିରେ ମାମଲା ରୁଜୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲିପଶି ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ମଶାଣିରୁ ମୃତଦେହ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା । ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଘଟଣାକୁ ନେଇ…

ଆସୁଛି “ଖଲନାୟକ ରିଟର୍ଣ୍ଣସ୍”; କାହିଁକି ନିର୍ଦ୍ଦେଶନା ଦେବେନି ସୁଭାଷ ଘାଇ, କହିଲେ…

ମୁମ୍ବାଇ: ସୁଭାଷ ଘାଇ ବଲିଉଡ୍ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ମଧ୍ୟରୁ ଜଣେ। ପ୍ରାୟ ୩୦ ବର୍ଷ ପୂର୍ବେ ସୁଭାଷ ଘାଇ ସଞ୍ଜୟ ଦତ୍ତଙ୍କ କଲ୍ଟ କ୍ଲାସିକ୍ ଫିଲ୍ମ "ଖଲନାୟକ"ର ନିର୍ଦ୍ଦେଶନା ଦେଇଥିଲେ। ଏବେ ୩୦ ବର୍ଷ ପରେ ସଞ୍ଜୟ ଦତ୍ତ "ଖଲନାୟକ ରିଟର୍ଣ୍ଣସ୍" ନେଇ ଘୋଷଣା…

ଡନ୩ ବିବାଦ: ରଣବୀରଙ୍କୁ ନେଇ ମୁହଁ ଖୋଲିଲେ ଫରହାନ

ମୁମ୍ବାଇ: ଡନ ୩ ଫିଲ୍ମକୁ ନେଇ ଅଭିନେତା ରଣବୀର ସିଂ ଓ ନିର୍ଦ୍ଦେଶକ ଫରହାନ ଅଖତାରଙ୍କ ମଧ୍ୟରେ ବିବାଦ ଉପୁଜିଛି । ଏଥି ଯୋଗୁ ରଣବୀର ଏହି ଫିଲ୍ମରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ନୀରବ ରହିବା ପରେ ଫରହାନ ମୁହଁ ଖୋଲିଛନ୍ତି । ଏହା ମୋ କ୍ୟାରିୟରର ସବୁଠାରୁ ଖରାପ କ୍ଷଣ ଥିଲା ବୋଲି ସେ…

ରାଉରକେଲାରୁ ନିଖୋଜ ଶିଶୁ ବରଗଡ଼ରୁ ଉଦ୍ଧାର, ୫୦ ହଜାରରେ ବିକ୍ରି…

ରାଉରକେଲା: ସୁନ୍ଦରଗଡ଼ ପ୍ରଶାସନ ଏକ ଶିଶୁପୁତ୍ରକୁ ଆଠ ମାସ ପରେ ଉଦ୍ଧାର କରିଛି। ତାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାର ଏକ ନିଃସନ୍ତାନ ଦମ୍ପତିଙ୍କଠାରୁ ଶିଶୁଟି ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏକ…

ଖୁସି ଖବର, ହର୍ମୁଜ୍ ପାର କରି ଭାରତ ଅଭିମୁଖେ LNG ଟ୍ୟାଙ୍କର୍, ତେବେ କ’ଣ ଏହି…

ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ରହିଛି, କିନ୍ତୁ କେବେ ଯୁଦ୍ଧ ହେବ ତାହା କେହି କହିପାରିବେ ନାହିଁ । ଯୁଦ୍ଧ ଯୋଗୁଁ ତେଲ ଅଭାବ ହୋଇପାରେ, ଏହା ଭିତରେ ଭାରତ ପାଇଁ ଏକ ଭଲ ଖବର ଅଛି । ପ୍ରାକୃତିକ ଗ୍ୟାସ (LNG) ର ପ୍ରଥମ ଟ୍ୟାଙ୍କର ସଫଳତାର ସହ ହର୍ମୁଜ୍…

ବିବାଦୀୟ ଆଇପିଏସ୍ ଅଜୟପାଲ ଶର୍ମା ମାମଲା: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ‘ମତଦାନ ଶେଷ ନହେବା ଯାଏଁ ହସ୍ତକ୍ଷେପ…

କୋଲକତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ, ଉତ୍ତର ପ୍ରଦେଶ କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ କମିଶନ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଅଜୟ ପାଲ ଶର୍ମାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି । ତୃଣମୂଳ…