Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ

ଭୁୁବନେଶ୍ୱର :ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଆଜି ୫୧ ବର୍ଷ ବୟସରେ ଅକାଳରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅକ୍ଷୟଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅକ୍ଷୟଙ୍କ…

ରଣବୀର-ଆଲିଆଙ୍କ ନୂତନ ବିବାହ ତାରିଖ ଘୋଷଣା !

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପାଇଁ ପୁନର୍ବାର ନୂତନ ତାରିଖ ଘୋଷଣା କରାଯାଇଛି । ଅବଶ୍ୟ ଏହି ସବୁ ତାରିଖ ମିଡିଆ ଦ୍ୱାରା ପ୍ରକାଶ ପାଇଛି । ରଣବୀର କିମ୍ବା ଆଲିଆ ଅଫିସିଆଲ ଭାବେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ କରି ନାହାନ୍ତି । ପୂର୍ବରୁ ଡିସେମ୍ବର ୨୦୨୨ରେ ଉଭୟଙ୍କ ବିବାହ…

ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି : ଲୋକଙ୍କ ଉପରେ ଗାଡି ମଡାଇଦେଲେ ବାହୁବଳୀ ବିଧାୟକ

ବାଣପୁର : ବାଣପୁରରେ ଉତ୍ତରପ୍ରଦେଶ ଲଖମପୁର ଘଟଣାର ପୁନରାବୃତ୍ତି । ବିଜୁ ଜନତା ଦଳର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି । ଲଖିମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରେ ବସିଥିବା କୃଷକଙ୍କ ଉପରେ ଗାଡି ଚଢାଇଥିବା ବେଳେ, ଓଡିଶାରେ ଚିଲିକା…

ପୌର ନିର୍ବାଚନ : ଯାଜପୁର ୧୧ନମ୍ବର ୱାର୍ଡର କଂଗ୍ରେସ ପ୍ରାର୍ଥୀନୀଙ୍କୁ ଅପହରଣ ଅଭିଯୋଗ

ଯାଜପୁର : ପୌର ନିର୍ବାଚନକୁ କେନ୍ଦ୍ର କରି ପ୍ରାର୍ଥୀଙ୍କୁ କରାଯାଉଛି ଅପହରଣ । ଯାଜପୁର ପୌରପାଳିକାର ୧୧ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀନୀ କବିରନ ବିବିଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପୁଅ ଜଲାଲୋ ଖାନ୍ । ୯ ତାରିଖ ସଂଧ୍ୟା ବେଳଠାରୁ ମାଙ୍କୁ କଂଗ୍ରେସ ନେତାମାନେ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ

ବାଣପୁର : ଚିଲିକା ବିଧାୟକଙ୍କୁ ମାଡ । ବାଣପୁର ବ୍ଲକ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ଲୋକମାନେ। ସୂଚନା ଅନୁସାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ତାଙ୍କୁ ଆକ୍ରମଣ…

ନନ୍ଦନକାନନରେ ନୂଆ ଅତିଥି , ୩ଟି ଶିଶୁ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ରୂପା

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ନୂଆ ଅତିଥି । ମା ହେଲେ ଧଳା ବାଘୁଣି ରୂପା ।ରୂପା ପ୍ରଥମ ଥର ପାଇଁ ସମସ୍ତଙ୍କୁ ଦେଇଛି ଖୁସି ଖବର । ୨୧ ନମ୍ବର ଖୁଆଡରେ ରହୁଥିବା ରୂପା ଗର୍ଭରୁ ୩ ଟି ଶିଶୁ ଶାବକ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ରୂପା ନାଲୀମହାବଳ ରାଜେସ ସହ ମିଳନ ପରେ…

ମହିଳା ବିଶ୍ୱକପ: ଶତକୀୟ ଇନିଂସ ଖେଳିଲେ ସ୍ମୃତି ଓ ହରମନପ୍ରୀତ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ମହିଳା ବିଶ୍ୱକପରେ କମାଲ କଲେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧାନା ଓ ହରମନପ୍ରୀତ କୌର । ଧୂଆଁଧାର ବ୍ୟାଟିଂ କରି ଶତକୀୟ ଇନିଂସ ଖେଳିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ୩୧୮ରନ୍ ଟାର୍ଗେଟ ଠିଆ କରିଛି ଟିମ୍ ଇଣ୍ଡିଆ । ସ୍ମୃତି ମାନ୍ଧାନା ୧୧୯ ବଲରୁ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ୪ ଆତଙ୍କୀଙ୍କ ମୁଣ୍ଡ । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଛନ୍ତି ସୁରକ୍ଷାବାହିନୀ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଏହି…

ତିନି ଶହ ରାମାୟଣ (୨)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ…

ଭାରତ ରାଜନୈତିକ ଇତିହାସରେ ପ୍ରଥମ: ୧୩ ଜଣ ଡାକ୍ତର ହେଲେ ଲୋକଙ୍କ ପ୍ରତିନିଧୀ

ଭୁବନେଶ୍ୱର: ପଞ୍ଜାବ ବିଧାନସଭା ନିର୍ବାଚନରେ ୧୩ ଜଣ ଡାକ୍ତର ବିଧାୟକ ନିର୍ବାଚିତ ହୋଇଛନ୍ତି । ଯାହା ଭାରତ ରାଜନୈତିକ ଇତିହାସରେ ପ୍ରଥମ ଥର ହୋଇଛି । ଏଭଳି ଦାବି କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଶୁକ୍ରବାର ଦିନ ସେ ଟ୍ୱିଟ୍ କରି ସୂଚନା ଦେଇ ସୂଚନା ଦେଇଛନ୍ତି ।…