Latest Odisha News

BREAKING NEWS

ଯାତ୍ରା ଦେଖାରୁ ଶେଷଯାତ୍ରା: ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ

ସୋର(ବାଲେଶ୍ୱର): ଯାତ୍ରା ଦେଖି ଯିବା ବାଟରେ ଛକିଥିଲା ମୃତ୍ୟୁ । ଯାତ୍ରା ଦେଖାରୁ ଶେଷ ଯାତ୍ରା । ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ନିକଟ କାନପୁର ଛକ ନିକଟରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ…

ଆଗକୁ ବଢିବ ତାତି, ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟରେ ବଢିବ ତାପମାତ୍ରା  । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ମାର୍ଚ୍ଚ ୧୫ ତାରିଖରେ…

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…

ଅନୁବାଦ ଗଳ୍ପ : ବିଦାୟ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୭  ମୂଳ ବଙ୍ଗଳା: ସମରେଶ ବସୁ ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ପୁଲିସ ଜିପ୍‍ଟା ଭିକ୍ଟୋରିଆ ପାର୍କକୁ ଅତିକ୍ରମ କରିଗଲା । ଆଗ ରାସ୍ତା ମୋଡ଼ରେ ଖୁବ୍‍ ବେଗରେ ଅଦୃଶ୍ୟ ହୋଇଗଲା । ସାର ସହରରେ ୧୪୪ଧାରା ସାଙ୍ଗକୁ କର୍ଫ୍ୟୁ ଲାଗୁ ହୋଇଚି…

ସୌଦି ଆରବରେ ଗୋଟିଏ ଦିନରେ ଦିଆଗଲା ୮୧ଜଣଙ୍କୁ ମୃତ୍ୟୁଦଣ୍ଡ

ରିୟାଦ: ବିଭିନ୍ନ ଅପରାଧରେ ଜଡିତ ଥିବା ୮୧ଜଣଙ୍କୁ ଆଜି ସୌଦି ଆରବ ସରକାରଙ୍କ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଦୁଷ୍କର୍ମ, ହତ୍ୟା, ପୂଜାସ୍ଥଳ ଉପରେ ଆକ୍ରମଣ ଓ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କେତେକ ୟମନ ବାସିନ୍ଦାଙ୍କୁ…

ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି…

ବିଜୟରେ ବିଳମ୍ବ ନେଇ ପୁତିନ ନିଆଁବାଣ, ବରଖାସ୍ତ ହେଲେ ୮ ସେନା ପ୍ରମୁଖ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ବିଜୟ ନେଇ ବିଳମ୍ବ ହେବା ଯୋଗୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ରାଗି କରି ନିଆଁ ବାଣ ହୋଇ ଯାଇଛନ୍ତି । ଏପରିକି ସେ ୮ ପ୍ରମୁଖ ସେନା ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହା ବ୍ୟତୀତ ଆମେରିକା ସହ ମିଶି ୟୁକ୍ରେନ ଜୈବିକ ଅସ୍ତ୍ର…

ନୂଆ ମୁଖିଆ ନାଁ ଘୋଷଣା କଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍

ଭୁବନେଶ୍ୱର: ବିଶ୍ୱର ସବୁଠୁ ଘାତକ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଓରଫ ଆଇଏସ୍‌ଆଇଏସ୍ । ଏହି ସଙ୍ଗଠନ ଜରିଆରେ ସାରା ବିଶ୍ୱକୁ ଥରହର କରିଥିଲା ନୃଶଂସ ଅବୁ-ବକ୍ର-ଅଲ୍‌-ବାଗ୍‌ଦାଦୀ । ତେବେ ୨୦୧୯, ଅକ୍ଟୋବର ୨୭ରେ ଏହି ଆତଙ୍କବାଦୀ ନିହତ ହେବା ଖବର ସାରା ବିଶ୍ୱକୁ ଆଶ୍ୱସ୍ତ କରିଥିଲା ।…

ପୌର ନିର୍ବାଚନ : କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତାଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଚାଲିଛି ଜୋରଦାର କ୍ୟାମ୍ପେନ୍ ।ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନଶ୍ୱରର ୟୁନିଟ ୨ ମାର୍କେଟ ଵିଲଡିଂ ,ହାଟ ବଜାର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଆଜି ମଧୁସ୍ମିତାଙ୍କୁ ମେଫେୟାର…

କୋହଲିଙ୍କ ସ୍ଥାନରେ ଡୁ ପ୍ଲେସି ହେବେ ବାଙ୍ଗାଲୋରର ଅଧିନାୟକ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ବିରାଟ କୋହଲିଙ୍କ ବଦଳରେ ଫାପ ଡୁ ପ୍ଲେସି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଦାୟିତ୍ୱ ତୁଲାଇବେ । ଶନିବାର ଆରସିବି ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲରେ ବାଙ୍ଗାଲୋରରେ ସେ ସପ୍ତମ ଅଧିନାୟକ ଭାବେ ଏହି ଦାୟିତ୍ୱ…