Latest Odisha News

BREAKING NEWS

ପାକିସ୍ତାନରେ ହିଟ୍ କଲା ଭାରତୀୟ ମିସାଇଲ୍, ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପାକିସ୍ତାନରେ ହିଟ୍ କରିଛି ଭାରତୀୟ ମିସାଇଲ୍ । ଏହା ଭାରତ ପଟୁ ଭୁଲବସତଃ ଫାୟାରିଂ ହୋଇଥିବା ଜଣାପଡ଼ିଛି । ଏଥିରେ ପାକିସ୍ତାନର କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି । ଏହା ଭୁଲରେ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଗୁରୁବାର…

କଏଦୀ ହେବେ ଆତ୍ମନିର୍ଭଶୀଳ, ୩ଦିନ ଇଂଲିସ୍ କ୍ଲାସ ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷା

ଝାରସୁଗୁଡ଼ା: କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଳା ଉପ-କାରାଗାରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ, ଏଲଇଡି ବଲବ୍, ଏସେମ୍ବଲିଂ ୟୁନିଟ୍ ଏବଂ ଡିଟରଜେଣ୍ଟ…

ପାକିସ୍ତାନ ସୀମାରେ ଭୁଲରେ ପଶିଗଲା ଭାରତୀୟ ମିସାଇଲ

ନୂଆଦିଲ୍ଲୀ: ପାକିସ୍ତାନ ସୀମା ମଧ୍ୟକୁ ଭୁଲରେ ଏକ ଭାରତୀୟ ମିସାଇଲ ପ୍ରବେଶ କରିଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ଭୁଲ ବୋଲି ସ୍ୱୀକାର କରିଛି । ମାର୍ଚ୍ଚ ୯ରେ ରୁଟିନ ମେଂଟନାନ୍ସ ଚେକିଂ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିସାଇଲଟି…

ହିଞ୍ଜିଳି ଶେରଗଡର ନବ ନିର୍ବାଚିତ ପ୍ରତିନିଧିଙ୍କୁ ବିକାଶ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ହିଞ୍ଜିଳି ଓ ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳ ମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ।…

ସିଙ୍ଗର ମିକା ସିଂଙ୍କ ସ୍ୱଂୟମ୍ବର ପ୍ରମୋ ଭିଡିଓ ରିଲିଜ

 ମୁମ୍ବାଇ : ସିଙ୍ଗର୍ ମିକା ସିଂଙ୍କ ପାଇଁ ଚାଲିଛି ଝିଅ ଖୋଜା । ରିଆଲିଟି ସୋ ଜରିଆରେ ସ୍ୱଂୟମ୍ବର କରି ନିଜ ପାଇଁ ଜୀବନସାଥୀ ଖୋଜିବେ ମିକା ସିଂ । ରିଆଲିଟି ସୋ ‘ମିକା ଦି ବୋଟି’ ରେ ଆସି ନିଜ ପାଇଁ ଝିଅ ଖୋଜିବେ ମିକା ସିଂ ।ଆଉ ଏହି ରିଆଲିଟି ସୋ କୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ମିକା…

ଚୀନକୁ ପୁଣି ଫେରିଲା କରୋନା

ବେଜିଂ: କରୋନାର ଏନ୍ତୁଡିଶାଳ ଭାବେ ବିବେଚିତ ଚୀନକୁ ପୁଣି ଫେରିଛି ଏହି ଭାଇରସ । ରିପୋର୍ଟ ମୁତାବକ ଚାଙ୍ଗଚୁନ ସହରରେ ଏହା ଦ୍ରୁତ ଗତିରେ ବ୍ୟାପିବାରୁ ଲକଡାଉନ ନିୟମ ଲାଗୁ କରାଯାଇଛି । ୯୦ ଲକ୍ଷ ବିଶିଷ୍ଟ ଏହି ସହର ଏବେ ପୁଣି ନୀରବ ପାଲଟି ଯାଇଛି । ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସବୁ…

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ, ୧୦୦ ପ୍ରଶ୍ନ ପ୍ରସ୍ତୁତ

 ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ ହୋଇଛି ।ରମେଶ ରିମାଣ୍ଡ ସମୟରେ ଭୁଲ ତଥ୍ୟ ଦେଉଥିବା ଓ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗରେ ପଲିଗ୍ରାଫ୍ ଟେଷ୍ଟ ହେବ । ଏନେଇ ରମେଶ ସ୍ୱାଇଁ ମଧ୍ୟ ସହମତି ପ୍ରକାଶ କରିଛି ।…

ରାଜସ୍ଥାନର ବୋଲିଂ କୋଚ ହେଲେ ମାଲିଙ୍ଗା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଶ୍ରୀଲଙ୍କାର ପୂର୍ବତନ ପେସ ବୋଲରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାକୁ ଦଳର ଫାଷ୍ଟ ବୋଲିଂ କୋଚ କରାଯାଇଛି । ସେ ତାଙ୍କ ସାଥୀ ଖେଳାଳି କୁମାର ସାଙ୍ଗକାରାଙ୍କ ସହ ମିଳିତ ଭାବେ କାମ କରିବେ । ସୂଚନାଯୋଗ୍ୟ,…

୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’

ଅହମ୍ମଦାବାଦ: ୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’…

ବାଙ୍ଗାଲୋର ଦିବାରାତ୍ର ଟେଷ୍ଟ: ଷ୍ଟାଡିୟମରେ ଶତ ପ୍ରତିଶତ କ୍ଷମତା ସହ ଦର୍ଶକ ଉପଭୋଗ କରିବେ ମ୍ୟାଚ

ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଷ୍ଟାଡିୟମରେ ଉପଭୋଗ କରିପାରିବେ । ଏହି ଦିବାରାତ୍ର ଟେଷ୍ଟ ପାଇଁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଶତ ପ୍ରତିଶତ କ୍ଷମତା ସହକାରେ ଦର୍ଶକ ମ୍ୟାଚ ଦେଖିପାରିବେ ।…