କବିତା : ମୋ ପ୍ରିୟ ଭାରତ ଭୂଇଁ
ଅନସୂୟା ମଲ୍ଲିକ
ସୃଷ୍ଟିରେ ଯାହାର ପୁଷ୍ପ ବରଷଇ
ସେହି ଯେ ଆମରି ଦେଶ
ଯା ପାଣି ପବନେ ଗଢାଏ ଶରୀର
ସେ ଆମ ଭାରତ ବର୍ଷ ।।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳାର
ଆମ ଏ ଭାରତ ଭୂଇଁ
ହିମାଳୟ ଶିର ମୁକୁଟ ଯାହାର
ପାଦେ ସିନ୍ଧୁ ଯାଏ ବହି ।।
ତାହାରି ବୁକୁରେ ନଦୀ ଝରଣା ଯେ
ଶସାଗର…