Latest Odisha News

BREAKING NEWS

BCI କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଆଇନ ଶିକ୍ଷାର୍ଥୀଙ୍କୁ ଦଣ୍ଡ ଦେବାର ବିସିଆଇର କୌଣସି ଅଧିକାର ନାହିଁ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟ ବିସିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର BCIର କୌଣସି ଆଇନଗତ…

ପୁଣି ଜଣ୍ଡିସ ଆତଙ୍କ: ୫ ଆକ୍ରାନ୍ତ ଚିହ୍ନଟ ପରେ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

ବାଲେଶ୍ବର: ବନ୍ୟା ଛାଡିଲା ହେଲେ ମାଡିଲା ଜଣ୍ଡିସ୍। ଲଗାଣ ବର୍ଷା ପରେ ଲୋକଙ୍କୁ ଡରାଉଛି ଜଣ୍ଡିସ ରୋଗ। ବାଲେଶ୍ବର ଜିଲ୍ଲା ଗରଡିହୀ ଗାଁରେ ଜଣ୍ଡିସ ଆତଙ୍କ। ଜଣ୍ଡିସରେ ୫ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏକାଧିକ ଜ୍ବରରେ ପୀଡ଼ିତ ଅଛନ୍ତି। ଏବେ ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍‌।…

ଆସନ୍ତାକାଲି ‘ଜନ୍ମାଷ୍ଟମୀ’; ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଜନ୍ମ ନୀତି ସହିତ ଜଡିତ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶୁକ୍ରବାର ରାତିରେ ପୁରୀ ଜଗନ୍ନାଥ ମନ୍ଦିରରେ ପାଞ୍ଚ ଘଣ୍ଟା ପାଇଁ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଘୋଷଣା କରିଛି।…

Trump coins: ଆମେରିକା ବଜାରରେ ଚାଲିବ ଟ୍ରମ୍ପଙ୍କ ମୁହଁ ଥିବା କଏନ୍! ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: ଆମେରିକାର ୨୫୦ତମ ସ୍ୱାଧୀନତା ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଜାରି ହୋଇଛି ଏକ ଖାସ୍‌ ୧ ଡଲାର କଏନ୍‌। ଏହି କଏନ୍‌ର ସବୁଠାରୁ ବଡ଼ ବିଶେଷତା ହେଉଛି, ଏଥିରେ ରହିଛି ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁହଁ। କଏନ୍‌ଟି ଦେଖିବାକୁ ସୁନା ଭଳି ଲାଗୁଥିବା…

Naughty Boy: ଆକାଶରେ ଭାରତର ‘ନୂଆ ଆଖି’! ଆଜି ରାତିରେ ଉଡ଼ିବ GSLV-F17, ୩୬ ହଜାର କିମି ଉପରୁ ନଜର ରହିବ…

ନୂଆଦିଲ୍ଲୀ: ଭାରତର ମହାକାଶ ମିଶନରେ ଆଉ ଏକ ବଡ଼ ପରୀକ୍ଷା। ଅନ୍ତରୀକ୍ଷରୁ ଭାରତ ଉପରେ ନଜର ରଖିବାକୁ ଯାଉଛି ଦେଶର ଅତ୍ୟାଧୁନିକ ‘ଆକାଶ ଆଖି(Eye in the Sky)’EOS-05। ଏହାକୁ ନେଇ GSLV-F17 ରକେଟ୍ ସେପ୍ଟେମ୍ବର ୪ ତାରିଖ ଭୋର ୨ଟା ୫୫ ମିନିଟ୍‌ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍…

ବଢୁଛି ଶ୍ରୀମନ୍ଦିରରେ ଦାନ; ୧୯୧୨ କୋଟି ଟଙ୍କା ଛୁଇଁଲା ବ୍ୟାଙ୍କ ଜମା ରାଶି..

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଅନୁଯାୟୀ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାୟ ୧୯୧୨ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ଭାବରେ ଜମା ଅଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏକ ବିବୃତ୍ତିରେ କହିଛି ଯେ ମନ୍ଦିରର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛତାର ଉଚ୍ଚ ମାନଦଣ୍ଡ ସହିତ ପରିଚାଳିତ ହୁଏ…

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ: ୩୭ଟି ପ୍ରକଳ୍ପକୁ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି‌। ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ…

କୋରିଅରରେ ଗଞ୍ଜେଇ ଚାଲାଣ, ୭ ଗିରଫ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାରେ କୋରିଅର ସେବା ବ୍ୟବହାର କରି ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ପୋଲିସ ଅନୁଯାୟୀ, ଚୋରା ଚାଲାଣକାରୀମାନେ ଏକ ଇ-କମର୍ସ କମ୍ପାନୀର କୋରିଅର ନେଟୱାର୍କ…

Abhinandan Varthaman: ଫାଇଟର ଜେଟ୍‌ରୁ ଏବେ ଯାତ୍ରୀବାହୀ ବିମାନ! ପାକିସ୍ତାନକୁ ଦେଇଥିଲେ ଚକମା…କାହିଁକି ବାୟୁସେନା…

ନୂଆଦିଲ୍ଲୀ: ଯେଉଁ ପାଇଲଟ୍‌ଙ୍କ ନାଁ ଶୁଣିଲେ ମନେପଡ଼େ ୨୦୧୯ର ସେହି ଐତିହାସିକ ବାୟୁସଂଘର୍ଷ… ଏବେ ତାଙ୍କ ଜୀବନରେ ଆସିଛି ନୂଆ ଅଧ୍ୟାୟ। ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାରୁ ପ୍ରିମେଚ୍ୟୁର୍ ରିଟାୟରମେଣ୍ଟ ନେଇ ଏବେ କମର୍ସିଆଲ୍ ପାଇଲଟ୍ ହୋଇଛନ୍ତି। ଯେଉଁ ହାତ…

Vijay PM in 2029: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନ ନେବେ ଥାଲାପତି ବିଜୟ? ରାହୁଲ ଗାନ୍ଧୀ ତାଙ୍କୁ…TVK…

ଚେନ୍ନାଇ: ୨୦୨୯ରେ ବିଜୟ ହେବେ ପ୍ରଧାନମନ୍ତ୍ରୀ? ‘ହାତ ଧରି ଆସନରେ ବସାଇବେ ରାହୁଲ ଗାନ୍ଧୀ’ ତାମିଲନାଡୁ ରାଜନୀତିରେ ଏବେ ଗୋଟିଏ ନାଁକୁ ନେଇ ଜୋରଦାର ଚର୍ଚ୍ଚା…ଥାଲାପତି ବିଜୟ। ରାଜ୍ୟରେ କ୍ଷମତା ଦଖଲ କରିବା ପରେ ଏବେ ଜାତୀୟ ରାଜନୀତିରେ ମଧ୍ୟ ବିଜୟଙ୍କୁ ବଡ଼ ଭୂମିକାରେ ଦେଖୁଛି ତାଙ୍କ…